ତାଜା ଖବର
  • ସକାଳ ସାଢେ ୮ଟାରୁ ବାଲେଶ୍ବର-ଅନୁଗୁଳ ପାଲଟିଲା ତତଲା କଢ଼େଇ,ବାଲେଶ୍ୱର-ଅନୁଗୁଳ ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି,ତାଳଚେରର ତାପମାତ୍ରା ୩୫.୨ ଡିଗ୍ରୀ ଥିବା‌ବେଳେ ବାରିପଦାର ତାପମାତ୍ରା ୩୫ ଡିଗ୍ରୀ, ଭବାନୀପାଟଣା ୩୫ ଡିଗ୍ରୀ, କେନ୍ଦୁଝର ତାପମାତ୍ରା ୩୪.୮ ଡିଗ୍ରୀ,କଟକର ତାପମାତ୍ରା ୩୪.୬ ଡିଗ୍ରୀ, ଝାରସୁଗୁଡା ତାପମାତ୍ରା ୩୪.୨ ଡିଗ୍ରୀ ରହିଛି, ଭୁବନେଶ୍ୱରର ତାପମାତ୍ରା ୩୩.୮ ଡିଗ୍ରୀ ରେକର୍ଡ କରାଯାଇଛି
  • ବୋଦ୍ଧରେ ଏସଓଜି-ମାଓବାଦୀ ମୁହାଁମୁହିଁ: ୨ ମାଓବାଦୀ ନିହତ,କଣ୍ଟାମାଳ ପଢ଼େଲ ଡ୍ୟାମ୍ ନିକଟରେ ଏସଓଜି ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି, ଜଙ୍ଗଲରେ ୪୦ରୁ୫୦ ମାଓବାଦୀ ଏଲୁଚି ରହିଥିବା କୁହାଯାଉଛି
  • ୫ ଦିନ ହେବ ଅଗ୍ନିବର୍ଷା, ୧୦ ଜିଲ୍ଲାରେ ଅସହ୍ୟ ତାତି ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ୭ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଟପିବା ନେଇ ପୂର୍ବାନୁମାନ
  • ବାଲୁଗାଁ:ଟ୍ରକ୍‌କୁ ପିଟିଲା ଟ୍ରକ୍, ହେଲପର ମୃତ, ଏନ୍‌ଏଚ୍ ୧୬ ବାଣପୁର ଥାନା ବେଲପଡ଼ା ଛକଠାରେ ଛିଡା ହୋଇଥିବା ଏକ ଟ୍ରକ୍‌କୁ ଅନ୍ୟ ଟ୍ରକ୍ ପଛରୁ ଧକ୍କା ଦେଲା,ଡ୍ରାଇଭରଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର
  • ଦିଗପହଣ୍ଡି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା ଭାରତୀୟ ଜାତୀୟ କଂଗ୍ରେସ। ନୂତନ ପ୍ରାର୍ଥୀ ହେଲେ ସାକା ସୁଜିତ୍ କୁମାର। ପୂର୍ବରୁ ଶ୍ରୀଧର ଦେବଙ୍କ ନାମ ଘୋଷଣା କରିଥିଲା କଂଗ୍ରେସ।

ଫଟୋ ଗ୍ୟାଲେରି

ରାଶିଫଳ

ବହୁ ଚର୍ଚ୍ଚିତ ଖବର

ଓଡ଼ିଶାର ସର୍ବାଧିକ ପ୍ରସାରିତ ଦୈନିକ ‘ସମ୍ବାଦ’ର ପ୍ରକାଶନ ଆରମ୍ଭ ହୋଇଥିଲା ୧୯୮୪ ମସିହାରେ । ‘ସମ୍ବାଦ’ର ନଅଟି ସଂସ୍କରଣ ଓଡ଼ିଶାର କୋଣଅନୁକୋଣର ଘଟଣା ପ୍ରବାହକୁ ନିଜ ପୃଷ୍ଠାରେ ସ୍ଥାନିତ କରି ପାଠକଙ୍କ ପ୍ରଥମ ପସନ୍ଦ ରୂପେ ପରିଗଣିତ ହେଉଛି । ଖବର ପରିବେଷଣ ଓ ମୁଦ୍ରଣ ପ୍ରଯୁକ୍ତିରେ ବୈପ୍ଲବିକ ପରିବର୍ତନ ଆଣିଥିବା ‘ସମ୍ବାଦ’ ପାଲଟିଛି ୭୦ ଲକ୍ଷ ପାଠକଙ୍କ ପ୍ରିୟ ଦୈନିକ। ପ୍ରଥମ ଥର ଲାଗି ପ୍ରାତଃ ସଂସ୍କରଣ, ରଙ୍ଗିନ ପତ୍ରିକା ଓ ଆଞ୍ଚଳିକ ସଂସ୍କରଣ ଭଳି ଆଧୁନିକ ତଥା ଯୁଗୋପଯୋଗୀ ଚିନ୍ତାଧାରାକୁ ଓଡ଼ିଶାରେ ପ୍ରବର୍ତନ କରିଥିବା ‘ସମ୍ବାଦ’ ଏବେ ଡିଜିଟାଲ୍‌ ମିଡିଆରେ ପ୍ରବେଶ କରିଛି। ମୋବାଇଲ୍‌, ଟାବ୍‌ଲେଟ୍‌ ଓ ବିବିଧ କମ୍ପ୍ୟୁଟର୍‌ରେ ଇଣ୍ଟରନେଟ୍‌ ବ୍ୟବହାରକାରୀ ତଥା ନୂଆପିଢ଼ିର ପାଠକଙ୍କୁ ଏବେ ତାଜା ଖବର ଯୋଗାଇଦେବ ‘ସମ୍ବାଦ’ର ଏହି ୱେବ୍‌ପୋର୍ଟାଲ୍‌।