ତାଜା ଖବର
  • ଶ୍ରୀଜୀଉଙ୍କୁ ଦର୍ଶନ କଲେ ଅଂଶୁମାନ ମହାନ୍ତି, କହିଲେ- କେନ୍ଦ୍ରାପଡ଼ାବାସୀଙ୍କର ସେବା କରିବି
  • ଦିନ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୩୯.୧ ଡିଗ୍ରି। ଚାନ୍ଦବାଲିରେ ୩୮.୪, ରାଉରକେଲା ୩୭.୬, ସମ୍ବଲପୁର ୩୭.୫ ଡିଗ୍ରି। ଭୁବନେଶ୍ୱର, କେନ୍ଦୁଝର, ହୀରାକୁଦ ତାପମାତ୍ରା ୩୭.୪ ଡିଗ୍ରି।
  • ନୀଳଗିରି: ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ।
  • କଟକ: ବିଜେପିରୁ ଇସ୍ତଫା ଦେଲେ କଟକ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା।
  • ବିମାନ ଭିତରେ ବସିରହିଲେ ୨ ଘଣ୍ଟା; ରାଉରକେଲା ନ ଆସି କୋଲକାତାରେ ଅବତରଣ

ଫଟୋ ଗ୍ୟାଲେରି

ବହୁ ଚର୍ଚ୍ଚିତ ଖବର

ଓଡ଼ିଶାର ସର୍ବାଧିକ ପ୍ରସାରିତ ଦୈନିକ ‘ସମ୍ବାଦ’ର ପ୍ରକାଶନ ଆରମ୍ଭ ହୋଇଥିଲା ୧୯୮୪ ମସିହାରେ । ‘ସମ୍ବାଦ’ର ନଅଟି ସଂସ୍କରଣ ଓଡ଼ିଶାର କୋଣଅନୁକୋଣର ଘଟଣା ପ୍ରବାହକୁ ନିଜ ପୃଷ୍ଠାରେ ସ୍ଥାନିତ କରି ପାଠକଙ୍କ ପ୍ରଥମ ପସନ୍ଦ ରୂପେ ପରିଗଣିତ ହେଉଛି । ଖବର ପରିବେଷଣ ଓ ମୁଦ୍ରଣ ପ୍ରଯୁକ୍ତିରେ ବୈପ୍ଲବିକ ପରିବର୍ତନ ଆଣିଥିବା ‘ସମ୍ବାଦ’ ପାଲଟିଛି ୭୦ ଲକ୍ଷ ପାଠକଙ୍କ ପ୍ରିୟ ଦୈନିକ। ପ୍ରଥମ ଥର ଲାଗି ପ୍ରାତଃ ସଂସ୍କରଣ, ରଙ୍ଗିନ ପତ୍ରିକା ଓ ଆଞ୍ଚଳିକ ସଂସ୍କରଣ ଭଳି ଆଧୁନିକ ତଥା ଯୁଗୋପଯୋଗୀ ଚିନ୍ତାଧାରାକୁ ଓଡ଼ିଶାରେ ପ୍ରବର୍ତନ କରିଥିବା ‘ସମ୍ବାଦ’ ଏବେ ଡିଜିଟାଲ୍‌ ମିଡିଆରେ ପ୍ରବେଶ କରିଛି। ମୋବାଇଲ୍‌, ଟାବ୍‌ଲେଟ୍‌ ଓ ବିବିଧ କମ୍ପ୍ୟୁଟର୍‌ରେ ଇଣ୍ଟରନେଟ୍‌ ବ୍ୟବହାରକାରୀ ତଥା ନୂଆପିଢ଼ିର ପାଠକଙ୍କୁ ଏବେ ତାଜା ଖବର ଯୋଗାଇଦେବ ‘ସମ୍ବାଦ’ର ଏହି ୱେବ୍‌ପୋର୍ଟାଲ୍‌।