ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ରାଜ କୁନ୍ଦ୍ରାଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି । ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ରାଜଙ୍କ ଜୁହୁସ୍ଥିତ ଘର ବି ରହିଛି। ଯାହାକି ଶିଳ୍ପାଙ୍କ ନାମରେ ଥିବା…
ଅଧିକ ଖବର ଦେଖନ୍ତୁ...

ପୁର୍ବ ଶତ୍ରୁତାରୁ ଫୁଟିଲା ଗୁଳି : ଗୁଳିମାଡ଼ରେ ନାମଯଜ୍ଞ କର୍ତ୍ତା ଗୁରୁତର, ସମ୍ପୃକ୍ତି ଅଭିଯୋଗରେ ଜଣେ ଗିରଫ

କଣ୍ଟାମାଳ : ଗତକାଲି ବିଳମ୍ବିତ ରାତିରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି କଣ୍ଟାମାଳ ଥାନାଞ୍ଚଳରେ ୨ ରାଉଣ୍ଡ ଗୁଳି ଫୁଟିଛି।  ଗତକାଲି ପବିତ୍ର ରାମନବମୀ ଅବସରରେ କଣ୍ଟାମାଳ ଥାନା ଲମ୍ବେସରୀ ପଞ୍ଚାୟତର ପିପଲପାଳି ଗ୍ରାମରେ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ରାତି ପ୍ରାୟ ୧୦ଟା ସମୟରେ କିଛି…
ଅଧିକ ଖବର ଦେଖନ୍ତୁ...

ରବି କିଷାନଙ୍କୁ ନିଜ ଝିଅର ବାପା ବୋଲି ଦାବି କରୁଥିବା ମହିଳାଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ

ଲକ୍ଷ୍ନୌ: ବିଜେପିର ଗୋରଖପୁର ସାଂସଦ ରବି କିଷାନ ଶୁକ୍ଲାଙ୍କୁ ତାଙ୍କ ଝିଅର ପିତା ବୋଲି ଦାବି କରୁଥିବା ଜଣେ ମହିଳାଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି ବୁଧବାର ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି। ରବି କିଷନଙ୍କ ପତ୍ନୀ ପ୍ରୀତି ଶୁକ୍ଲାଙ୍କ ଅଭିଯୋଗ ପରେ ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ରାମନବମୀ ଶୋଭାଯାତ୍ରା ବେଳେ ପଶ୍ଚିମବଙ୍ଗରେ ହିଂସା

କୋଲକାତା: ପଶ୍ଚିମବଙ୍ଗରେ ରାମ ନବମୀ ଅବସରରେ ହିଂସା ଦେଖିବାକୁ ମିଳିଛି। ଏହା କିଛି ନୂଅ କଥା ନୁହେଁ, ପଶ୍ଚିମବଙ୍ଗରେ ବିଭିନ୍ନ ସମୟରେ ରାମନବମୀ ଶୋଭାଯାତ୍ରା ସମୟରେ ଦଙ୍ଗା ହେବା ସହ ହିଂସା ଦେଖିବାକୁି ମିଳେ।  ଏବେ ପୁଣି ପଶ୍ମିମବଙ୍ଗର ମୁର୍ଶିଦାବାଦରେ ଏଭଳି ଘଟଣା ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ସ୍କୁଲ୍‌କୁ ଗେରୁଆ ପୋଷାକ ପିନ୍ଧି ଯିବା ନେଇ ବିବାଦ, ପ୍ରିନ୍ସିପାଲ୍‌ଙ୍କ ନାମରେ ମାମଲା ରୁଜୁ

ହାଇଦ୍ରାବାଦ: ତେଲେଙ୍ଗାନାର ମାନଚେରିଆଲ ଜିଲ୍ଲାର ଏକ ସ୍କୁଲରେ ଧାର୍ମିକ ପୋଷାକକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏପରିକି ସ୍କୁଲ୍‌ର ପ୍ରିନ୍ସିପାଲ୍‌ଙ୍କ ଉପରେ ମାଡ଼ ବି ବସିଛି।  କିଛି ଛାତ୍ର ସ୍କୁଲ୍‌ ପରିସରକୁ ଗେରୁଆ ପୋଷାକ ପିନ୍ଧି ଆସିଥିବାରୁ ଶିକ୍ଷକ ପଚରାଉଚରା କରିବା ପରେ ଏହି ବିବାଦ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷୟିତ୍ରୀଙ୍କୁ ଚାପୁଡ଼ା ମାରି ଭାଇରାଲ୍‌ ହୋଇଥିବା ଛାତ୍ର ଗିରଫ

ନୂଆଦିଲ୍ଲୀ: ଗୁରୁ ଓ ଶିକ୍ଷ୍ୟର ସଂପର୍କକୁ ଇଶ୍ବରଙ୍କ ଭକ୍ତଙ୍କ ସହ ତୁଳନା କରାଯାଏ। ପୁରାଣା କାଳରେ ଗୁରୁଙ୍କୁ ପୂଜା କରୁଥିବା ବେଳେ ଆଜିକାଲିକା ପିଲା ତାଙ୍କ ଉପରେ ହାତ ଉଠାଇବାକୁ ବି ପଛାଉ ନାହାନ୍ତି। କାଲିଫଣ୍ଣିର୍ଆରେ ଜଣେ ହାଇସ୍କୁଲର ଛାତ୍ର ତାଙ୍କ ମହିଳା ଶ୍ରେଣୀ ଶିକ୍ଷକଙ୍କୁ ଚାପୁଡ଼ା…
ଅଧିକ ଖବର ଦେଖନ୍ତୁ...

ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ପିଟିପିଟି ମାରିଥିବା ଅଭିଯୋଗ

କନ୍ଧମାଳ:ଫୁଲବାଣୀ ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ପରିବାର ଲୋକେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକ ହେଉଛନ୍ତି ଫିରିଙ୍ଗିଆ ଡିମିରିଗୁଡ଼ା ଗାଁର ଅଭିରାମ ଦିଗାଲ। ଜେଲରେ ଅସୁସ୍ଥ ହେବା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର…
ଅଧିକ ଖବର ଦେଖନ୍ତୁ...

ଆମ୍ବୁସ୍‌ କରିବାକୁ ଆସି ଫସିଗଲେ ମାଓବାଦୀ: ଦେଶର ତୃତୀୟ ବୃହତ୍‌ ଏନ୍‌କାଉଣ୍ଟର

ମାଲକାନଗିରି: ନିର୍ବାଚନ ବେଳେ ରକ୍ତରଞ୍ଜିତ କରିବାକୁ ଯୋଜନା ଥିଲା। କିଛିଦିନ ହେଲା ଗୋଳାବାରୁଦ ସଂଗ୍ରହ ସହ ସଂଗଠନର କଳେବର ବୃଦ୍ଧି କରୁଥିଲେ। କିନ୍ତୁ ସୁରକ୍ଷା କର୍ମୀଙ୍କୁ ଆମ୍ବୁସ୍‌ରେ ଫସାଇବା ପୂର୍ବରୁ ନିଜେ ଫସିଗଲେ। କାଙ୍କେର ଜିଲ୍ଲା ଛୋଟିବେଠିଆ ଥାନା ହାପାଟୋଲା ଜଙ୍ଗଲରେ ଗତକାଲି…
ଅଧିକ ଖବର ଦେଖନ୍ତୁ...

୪ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଯାଜପୁରସଦର: ଯାଜପୁର ସହରର କିଆନାଳିକୂଳ ହରିଣ ଛକରୁ ଅବକାରୀ ବିଭାଗ ୪୫ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ଯାଜପୁର ନହରାପୁର ଗ୍ରାମର ସେକ୍‌ ରାଜାଙ୍କ ପୁଅ ସେକ୍‌ ଅସ୍ମତ(୨୬)। ସୂଚନା ଅନୁଯାୟୀ ଯାଜପୁର ଅବକାରୀ ଅଧୀକ୍ଷକ…
ଅଧିକ ଖବର ଦେଖନ୍ତୁ...

କୁମ୍ବିଂ ଅପରେସନରେ ସୀମାନ୍ତରେ ମାଓବାଦୀ କ୍ୟାମ୍ପ ଧ୍ବଂସ

ରାଉରକେଲା: ନିର୍ବାଚନ ପୂର୍ବରୁ ସୀମାନ୍ତରେ ମାଓବାଦୀ କ୍ୟାମ୍ପକୁ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷୀୁ ଧ୍ବଂସ କରାଯାଇଛି।  ଓଡିଶାର ରାଉରକେଲା ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେଣ୍ଟୋ ଜଙ୍ଗଲରେ କୁମ୍ବିଂ ଅପରେସନ ସମୟରେ ଏହି ମାଓବାଦୀ  କ୍ୟାମ୍ପକୁ ଧ୍ୱଂସ କରାଯାଇଛି। କ୍ୟାମ୍ପରୁ ଜବତ…
ଅଧିକ ଖବର ଦେଖନ୍ତୁ...