ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ରେଢାଖୋଲରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ଦେବଗଡ଼/ରେଢାଖୋଲ: ସନ୍ଥକବି ଭୀମ ଭୋଇଙ୍କ ବାଣୀ ଯେ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ତା ନୁହଁ, ବରଂ ଏହା ଆମ ସମସ୍ତଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିଛି । ସମ୍ବଲପୁର ରେଢାଖୋଲସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଏହା…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରେ ପ୍ରଚାରକଲେ କେନ୍ଦ୍ରମନ୍ତ୍ରୀ; ଆପଣମାନେ ମୋ ସାହୁକାର, ମୁଁ ହଳିଆ: ଧର୍ମେନ୍ଦ୍ର

ଦେବଗଡ଼: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ନିଜ ପ୍ରାର୍ଥିତ୍ବ ସପକ୍ଷରେ ପ୍ରଚାର କରିଛନ୍ତି। ଏହି ଅବସରରେ ‌ସେ ଦେବଗଡ଼ବାସୀଙ୍କୁ ସାହୁକାର ଓ ନିଜକୁ ହଳିଆ ବୋଲି କହିଛନ୍ତି। ପୁରୁଣାଗଡ଼ସ୍ଥିତ ବିଜେପି କ‌ାର୍ଯ୍ୟାଳୟଠାରେ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ପାଖେ ମୁଁ ସାନ ହଳିଆ ହୋଇ ରହିବି: ଧର୍ମେନ୍ଦ୍ର

ଦେବଗଡ଼: ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ କି ନାହିଁ? ସେହି ବିଶ୍ବାସ ଅଛି କି ନାହିଁ? ସମ୍ବଲପୁର ଲୋକସଭାରେ ଆପଣମାନେ ବିଜେପିକୁ ଜିତାଇବେ କି ନାହିଁ? ମତେ ଆପଣମାନେ ହଳିଆ ରଖିବେ କି ନାହିଁ? ଦେବଗଡ଼ରେ ଆଜି ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ ଜିଲ୍ଲାବାସୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଛି: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେବଗଡ଼ ବିଧାନସଭା ମଣ୍ଡଳୀରେ ତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣ ପୂର୍ବରୁ ‘ଓଡ଼ିଶା ପରିବର୍ତ୍ତନ’ ଶୀର୍ଷକ କୈଳାଶ ଖେରଙ୍କ ସଂଗୀତର ଧୁନରେ…
ଅଧିକ ଖବର ଦେଖନ୍ତୁ...

ଶୁଖିଯାଉଛି ପ୍ରଧାନପାଟ ଜଳପ୍ରପାତ: ହଜିଯାଉଛି ଜଙ୍ଗଲର ଶୋଭାରାଜି, ସତ ହେଲା ରାଜାଙ୍କ ଆଶଙ୍କା

ଶକ୍ତି ସୌରଭ ନନ୍ଦ ଦେବଗଡ଼: ବଣପାହାଡ଼ ଘେରା ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ଜଳପ୍ରପାତ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି। ଦେବଗଡ଼ ସହରବାସୀଙ୍କ ଜୀବନଧାରାର ପ୍ରମୁଖ ଉତ୍ସ ଏହି ଜଳପ୍ରପାତ ରାଜରାଜୁଡ଼ା ଅମଳରୁ ଆଜିପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇ ଆସୁଛି। ଏବେ ଧୀରେ ଧୀରେ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ ଜିଲ୍ଲାରେ ଜଳୁଛି ଜଙ୍ଗଲ, ବଢ଼ୁଛି ତାତି

ଦେବଗଡ଼: ଦେବଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଦେଖିବାକୁ ମିଳିଛି, ଯାହା ଫଳରେ ବର୍ତ୍ତମାନ ଜିଲ୍ଲାରେ ଉତ୍ତାପ ବୃଦ୍ଧି ପାଉଛି। ଶିଳ୍ପ ବିହୀନ ଜିଲ୍ଲାରେ ଦିନକୁ ଦିନକୁ ଉତ୍ତାପ ବୃଦ୍ଧିପାଇବା ସହିତ ରବିବାର ପ୍ରବଳ ତାତି ଅନୁଭୂତ ହୋଇଥିଲା। ବାରକୋଟ ବ୍ଲକର ରାଇତାବାହାଳ ତଥା…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ଦେଢ଼ ଲକ୍ଷ ଲୁଟ୍‌

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ରାଞ୍ଚି -ବିଜୟୱାଡ଼ା ରାସ୍ତା ପଲସମା କଲେଜ ନିକଟରେ ଗତକାଲି ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଅନୁଗୁଳ ଜିଲ୍ଲା ଜରପଡ଼ା ସ୍ଥିତ ଏକ ଇଟା…
ଅଧିକ ଖବର ଦେଖନ୍ତୁ...

କୁକୁଡ଼ା ଚାଷୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ଅଧିକାରୀ

ଦେବଗଡ଼: କୁକୁଡ଼ା ଫାର୍ମର ସବ୍‌ସିଡି ବିଲ୍‌ ପାସ୍‌ କରିଦେବାକୁ କହି ୫ ହଜାର ଟଙ୍କା ଲାଞ୍ଚ ନେଇ ଗୁରୁବାର ଦିନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଶୁ ଅଧିକାରୀ ଡ. ସୁସ୍ମିତା ସେଠୀ। ସୂଚନା ଅନୁସାରେ ଶ୍ରୀମତୀ ସେଠୀ ଜଣେ ଅଭିଯୋଗକାରୀଙ୍କ କୁକୁଡ଼ା ଫାର୍ମର…
ଅଧିକ ଖବର ଦେଖନ୍ତୁ...

ବାପ ଛେଉଣ୍ଡ ୪ ଛୁଆଙ୍କୁ ଛାଡ଼ି ମା’ ଫେରାର୍

ରିଆମାଳ: ନିଜ ଛୁଆ ପ୍ରତି ନିର୍ଦ୍ଦୟୀ ହେଲା ମା’। ଆଗରୁ ବାପ ଛେଉଣ୍ଡ ହୋଇଥିଲେ। ଏବେ ମା’ ଛାଡ଼ି ଫେରାର ହୋଇଗଲା। ୪ ଜଣ ଛୁଆ ଏବେ ଅସହାୟ ଅବସ୍ଥାରେ। ଏମିତି ଏକ ଦୁଃଖଦ ଘଟଣା ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ଅନ୍ତର୍ଗତ ତଲେଇସର ଗ୍ରାମରେ ଦେଖିବାକୁ ମିଳିଛି। ନିଜ ଜନ୍ମିତ ୪ ସନ୍ତାନଙ୍କୁ ଛାଡି…
ଅଧିକ ଖବର ଦେଖନ୍ତୁ...

ଜଳ ପ୍ରକଳ୍ପ ଅଛି, ଝରୁନି ପାଣି: ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି କୂଅ ଓ ଚୁଆ ପାଣି

ଦେବଗଡ଼: ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ କରାଯାଉଛି ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ପାନୀୟ ଜଳ ପ୍ରକଳ୍ପ। କିନ୍ତୁ କିଛି ଦିନ ଉକ୍ତ ପ୍ରକଳ୍ପରୁ ଜଳଯୋଗାଣ ହେବା ପରେ ତାହା ଅଚଳ ହୋଇପଡିରହୁଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କାଳିଆପାଳ…
ଅଧିକ ଖବର ଦେଖନ୍ତୁ...