ଅନୁସନ୍ଧାନ କରୁଥିବା ବର୍ଗ
ଢେଙ୍କାନାଳ
ଲାଓସରେ ଫସିଥିଲେ ୧୭ ଓଡ଼ିଆ ଶ୍ରମିକ: ଭାରତୀୟ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ପରେ ଘରକୁ ଫେରିଲେ
ଭୁବନେଶ୍ବର: ଲାଓସରେ ଫସି ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିଛନ୍ତି। ଲାଓସରୁ ସେମାନେ ବ୍ୟାଙ୍ଗକକ୍ ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରୁ ପୁଣି ଏକ ଅନ୍ୟ ବିମାନରେ ଆଜି କୋଲକାତାରେ ପହଞ୍ଚି ଥିଲେ। ଓଡ଼ିଆ ଶ୍ରମିକମାନେ କୋଲକାତାରୁ ନିଜନିଜ ବ୍ୟବସ୍ଥାରେ ଘରକୁ ଫେରୁଛନ୍ତି। ଓଡ଼ିଆ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ସହ ବୋଲେରୋ ଲୁଟ୍
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ବୋମାମାଡ଼ ହୋଇଥିବାର ଖବର ମିଳିଛି। ବାରିପଦାର ଜଣେ ଗୋରୁ ବ୍ୟବସାୟୀଙ୍କ ଗାଡ଼ିକୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ନେଇ ୬ଜଣ ଦୁର୍ବୃତ୍ତ ଫେରାର ହୋଇଛନ୍ତି। ଏକ ବୋଲେରୋ ଗାଡ଼ି ଲୁଟ ହୋଇଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବିଜେପିର ୩ ବିଧାନସଭା ପ୍ରାର୍ଥୀ ଘୋଷଣା: ପୁରୁଣାଙ୍କୁ ପୁଣି ଭରସା କଲା ଦଳ
ଢେଙ୍କାନାଳ: ଢେଙ୍କନାଳ ଜିଲ୍ଲାର ୪ଟି ବିଧାନସଭା ଆସନରୁ ଯେଉଁ ୩ଟି ଆସନରେ ବିଜେଡି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ଆଜି ବିଜେପି ମଧ୍ୟ ସେହି ୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହିନ୍ଦୋଳ ଆସନ ପାଇଁ ଉଭୟ ଦଳର ଅଙ୍କ ଛିଣ୍ଡୁ ନଥିବାରୁ ନାମ ଘୋଷଣା ହୋଇନି। କାହାକୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବିପଦ ସାଜିଛି ଦୂଷିତ ପାଣି: ଢେଙ୍କାନାଳରେ ଝାଡ଼ାବାନ୍ତି, ୨ମୃତ
ଓଡ଼ାପଡ଼ା: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଖଡ଼ଗପ୍ରସାଦ ଗାଁରେ ଝାଡ଼ାବାନ୍ତି ଭୟ ମନରୁ ଲିଭି ନଥିବା ବେଳେ ଏହି ବ୍ଲକ୍ର ନୟାଭାଗୀରଥିପୁର ପଞ୍ଚାୟତ ଅଧୀନ କୁଞ୍ଜବିହାରୀପୁର ଗ୍ରାମରେ ଝାଡ଼ାବାନ୍ତି ରୋଗ ଆତଙ୍କ ସୃଷ୍ଟି କରିଛି। ଗତ ୪ ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୮ ବର୍ଷ ଧରି ବନ୍ଦ ରହିଛି ‘ମ୍ୟାଙ୍ଗୋ ହବ୍’: ଫଳଚାଷୀଙ୍କ ପାଇଁ ନାହିଁ ଦରଦ, ୧୧ କୋଟି ପାଣିରେ ପଡ଼ିଲା
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରୁ ଉତ୍ପାଦିତ ଫଳ ଓ ପନିପରିବାର ବଜାର ସୃଷ୍ଟି ସହିତ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସହର ଉପକଣ୍ଠ ଗୋବିନ୍ଦପୁରଠାରେ ୧୧ କୋଟି ବ୍ୟୟରେ ନିର୍ମାଣ ହୋଇଥିଲା ଫଳ ଓ ପନିପରିବା ସଂରକ୍ଷଣ କେନ୍ଦ୍ର (ମ୍ୟାଙ୍ଗୋ ହବ୍)। ପରିଚାଳନାଗତ ତ୍ରୁଟି ଯୋଗୁଁ ୩ ବର୍ଷ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଢେଙ୍କାନାଳ: ୩ ଆସନରେ ପୁରୁଣା ମୁହଁ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ୩ଟି ବିଧାନସଭା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ୩ଟି ଯାକ ଆସନରେ ପୁରୁଣା ମୁହଁଙ୍କୁ ଦଳ ପୁଣି ଦୋହରାଇଛି। ଢେଙ୍କାନାଳ ବିଧାନସଭା ଆସନ ପାଇଁ ସୁଧୀର କୁମାର ସାମଲ, କାମାକ୍ଷାନଗର ପାଇଁ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପର୍ଜଙ୍ଗ ପାଇଁ ଡ.…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ରାଜ୍ୟର ଶାସନ ଅଣଓଡ଼ିଆଙ୍କ ହାତରେ ଟେକି ଦେଇଛନ୍ତି ସରକାର: ରୁଦ୍ର ନାରାୟଣ ପାଣି
ଅନୁଗୁଳ: ନିର୍ବାଚନ ତାରିଖ ଘୋଷଣା ପରଠାରୁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ରାଜନୈତିକ ଶିବିର। ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଓ ମନ୍ତ୍ରଣା ଚାଲିଥିଲା, ସେଥିରେ ମଧ୍ୟ ପୂର୍ଣ୍ଣଛେଦ ପଡ଼ିଛି। ଏ ସବୁ ପରେ ବିଜେପି ତାର ଲୋକସଭା ପାଇଁ ଏକ ପ୍ରାର୍ଥୀ ତାଲିକା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପାରିବାରିକ କଳିରେ ବଳିପଡ଼ିଲେ ବଡ଼ଭାଇ
ଓଡ଼ାପଡ଼ା: ଆଜି ସକାଳ ପ୍ରାୟ ୮ଟା ସମୟରେ ମୋଟଙ୍ଗା ଥାନା ଗୁଣଦେଇ ପଞ୍ଚାୟତ ଅଧୀନ କାଉଁରିଆପାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ିକୁ ନେଇ ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ କଳହ ଉପୁଜିଥିଲା। ଉଭୟଙ୍କ ମଧ୍ୟରେ ବଚସା ହୋଇ ହାତାହାତି ହେବା ପର୍ଯ୍ୟନ୍ତ ଯିବା ପରେ ବଡ଼ଭାଇ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଅନ୍ତଃଜିଲ୍ଲା ମୂର୍ତ୍ତି ଚୋର ଦଳ ଗିରଫ: ମୂର୍ତ୍ତି ସହ ବ୍ୟାପକ ସାମଗ୍ରୀ ଜବତ
ଢେଙ୍କାନାଳ: ଅନ୍ତଃଜିଲ୍ଲା ମୂର୍ତ୍ତି ଚୋର ଦଳକୁ ଧରିଛି ଟାଉନ୍ ଥାନା ପୁଲିସ। ଏହି ଚୋର ଦଳ ଜିଲ୍ଲାର ବିଭିନ୍ନ ମନ୍ଦିର ଏବଂ ଦୋକାନରୁ ରୁପା ଓ ପିତଳ ମୂର୍ତ୍ତି ଚୋରି କରିଥିଲେ। ସେମାନଙ୍କଠାରୁ ରୁପା ଓ ପିତଳର ମୂର୍ତ୍ତି ସହ ବିଭିନ୍ନ ସାମଗ୍ରୀ ଏବଂ ନଗଦ ଟଙ୍କା ଜବତ କରାଯାଇଛି। ଢେଙ୍କାନାଳ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଢେଙ୍କାନାଳ ବିଧାନସଭା: ବିଜେପିରୁ କୃଷ୍ଣଚନ୍ଦ୍ର ନା ନବୀନ?
ଢେଙ୍କାନାଳ: ନିକଟରେ ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ନବୀନଙ୍କ ଯୋଗଦାନ ପରେ ଢେଙ୍କାନାଳ ନିର୍ବାଚନମଣ୍ଡଳୀରେ ବିଜେପିର ଗଣିତ ବଦଳିଛି। ଅନ୍ୟପକ୍ଷରେ, ଦଳୀୟ ଟିକେଟ୍ରେ ପ୍ରତିଦ୍ବନ୍ଦ୍ବିତା କରିବାପାଇଁ ଆହୁରି ବି କେତେଜଣ ଆଶାୟୀ ଅଛନ୍ତି। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...