ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଗଂଜାମରୁ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ- ୨୦୨୪ ନିମନ୍ତେ ଆଶୀର୍ବାଦ ପ୍ରଦାନ କରନ୍ତୁ

ହିଞ୍ଜିଳି/ଶେରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନଣରେ ନିଜ ନିର୍ବାଚନ କ୍ଷେତ୍ର ହିଞ୍ଜିଳିରେ ପ୍ରଚାର କରିଛନ୍ତି। ସେ ଏକ ସ୍ୱତନ୍ତ୍ର ବିମାନରେ ଯାଇ ହିଞ୍ଜିଳିରେ ପହଞ୍ଚିଥିଲେ। ତାଙ୍କ ସହ ୫ଟି ଅଧ୍ୟକ୍ଷ ଭି .କେ.ପାଣ୍ଡିଆନ୍ ମଧ୍ୟ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଗଞ୍ଜାମରୁ…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର ବେଳାଭୂମିରେ ଶହଶହ ମଲା ଜେଲିଫିସ୍‌

ବ୍ରହ୍ମପୁର: ଗୋପାଳପୁର ମୁଖ୍ୟ ବେଳାଭୂମି ଠାରୁ ହରିପୁର ମୁହାଣ ଆଡ଼କୁ ପ୍ରାୟ ୫ଶହ ମିଟର ଅଞ୍ଚଳରେ ଶହଶହ ସଂଖ୍ୟାରେ ମଲା ଜେଲିଫିସ୍‌ ପଡ଼ିଥିବା ଦେଖି ଆଜି ପର୍ଯ୍ୟଟକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବେଳାଭୂମିରେ ଜେଲିଫିସ୍‌ ମରିବା ପଛର କାରଣ ସ୍ପଷ୍ଟ ହୋଇନଥିଲେ ବି ସମୁଦ୍ର ପାଣିରେ ଶହ ଶହ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ: ନବୀନ ୨ଟି ସଭାରେ କେତେ ସମୟ ସମ୍ବୋଧିତ କରିବେ ଜାଣନ୍ତୁ

ଭୁବନେଶ୍ବର/ଶେରଗଡ଼: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ଆସନ୍ତାକାଲି (ଏପ୍ରିଲ ୨୪) ଦିନିକିଆ ଗସ୍ତରେ ଗଂଜାମ ଯିବେ। ସେଠାରେ ଦୁଇଟି ସଭାକୁ ସମ୍ବୋଧିତ କରିବେ। ହିଞ୍ଜିଳି ଓ ଶେରଗଡ଼ରେ ସେ ପୂର୍ବାହ୍‌ଣରେ ୨ଟି ସଭାକୁ ସମ୍ବୋଧିତ କରିବେ। ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲ୍ୟାସରା-ଷଣ୍ଢମରା ରାସ୍ତାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତକ ବାଲ୍ୟାସରା ଗାଁର ଗଣେଶ ନାହାକ ବୋଲି ସୂଚନା…
ଅଧିକ ଖବର ଦେଖନ୍ତୁ...

୧୧ କେଭି ତାର ଛିଣ୍ଡିଲା: ଚାଲିଗଲା ବାପାର ଜୀବନ, ପୁଅ ଗୁରୁତର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ୧୧ କେଭି ତାର ଛିଣ୍ଡିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମୃତକ ହେଲେ…
ଅଧିକ ଖବର ଦେଖନ୍ତୁ...

ମାଓବାଦୀଙ୍କ ଉପରେ ନଜର ରଖିବାକୁ ନିର୍ଦେଶ: ନିର୍ବାଚନ ପୂର୍ବରୁ ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ଡିଜିପି

ବ୍ରହ୍ମପୁର:‌ ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଅଧୀନରେ ଥିବା ଜିଲ୍ଲାଗୁଡ଼ିକରେ ଆସନ୍ତା ମେ ମାସ ୧୩ ଓ ୨୦ରେ ନିର୍ବାଚନ ରହିଛି। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ସହ ଆଇନଶୃଙ୍ଖଳା ଓ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜି) ଅରୁଣ…
ଅଧିକ ଖବର ଦେଖନ୍ତୁ...

କ୍ଷମତା ଲଢ଼େଇରେ ରାଜପରିବାରର ପୁତ୍ର, କନ୍ୟା: ଗଞ୍ଜାମ ରାଜନୀତିରେ ପିଢ଼ି ବଦଳିଲା

ବ୍ରହ୍ମପୁର:‌ ଗଞ୍ଜାମ ରାଜନୀତିରେ ବର୍ଷବର୍ଷ ଧରି କ୍ଷମତାରେ ରହି ଆସିଥବା ବିଭିନ୍ନ ରାଜପରିବାରର ରାଜା ଓ ରାଣୀମାନେ ଏବେ ସକ୍ରିୟ ରାଜନୀତିରୁ ଓହରିବାରେ ଲାଗିଛନ୍ତି। ପ୍ରତିବଦଳରେ ସେମାନଙ୍କର ଉତ୍ତରାଧିକାରୀ ତଥା ପୁତ୍ର ଓ କନ୍ୟାଙ୍କୁ ସୁଯୋଗ ମିଳିଛି। ସେମାନେ ନିର୍ବାଚନ ରାଜନୀତିକୁ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ପାଇଁ ମତଦାନ ସମୟ ନିର୍ଘଣ୍ଟ ପ୍ରକାଶ

ଭୁବନେଶ୍ବର: ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାରଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମେ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ିଲେ ଆଉ ୨ ପୂର୍ବତନ ବିଧାୟକ

ବ୍ରହ୍ମପୁର: ଦଳରେ ଅଲୋଡ଼ା ହୋଇ ରହିଥିବା ଅଭିଯୋଗ କରି ବିଜେଡିର ଦୁଇ ପୂର୍ବତନ ବିଧାୟକ ଦଳ ଛାଡ଼ିଛନ୍ତି। ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ହିଞ୍ଜିଳିର ପୂର୍ବତନ ବିଧାୟକ ହରିହର ସାହୁ, ବ୍ରହ୍ମପୁର ପୌରପାଳିକା ସମୟର ପୂର୍ବତନ ଉପନଗରପାଳ ଜାମୁଲା ଶଙ୍କର ନାରାୟଣ ଓ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡିରେ ବିଚିତ୍ର ସ୍ଥିତି: ସମସ୍ୟାର ସମାଧାନ ନ ହେଲେ, ନେତାଙ୍କୁ ଗାଁ ମନା

ବ୍ରହ୍ମପୁର: ଗାଁରେ ଥିବା ସମସ୍ୟାର ସମାଧାନ ନ ହେଲେ ନେତାଙ୍କୁ ଗାଁ ମନା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ନେତାଙ୍କୁ ଭୋଟ ଭିକ୍ଷା ପାଇଁ ଗାଁକୁ ଆସିବାକୁ ମନା କରିଛନ୍ତି କାଣ୍ଡସର ଗାଁର…
ଅଧିକ ଖବର ଦେଖନ୍ତୁ...