ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ଐତିହାସିକ ଅଳକାନଦୀ ଏବେ ଖେଳ ପଡ଼ିଆ: ଦିନେ ଏଠାରେ ଇଂରେଜଙ୍କ ବୋଟ୍ ଚାଲୁଥିଲା

ଶୁଭକାନ୍ତ ପଢ଼ିହାରୀ ଜଗତସିଂହପୁର: ଜଗତସିଂହପୁର ସହର ଦେଇ ବହିଯାଉଥିଲା ଅଳକା ନଦୀ। ଦିନେ ଏହି ନଦୀ ପଥଦେଇ ବଙ୍ଗୋପସାଗରକୁ ଇଂରେଜଙ୍କ ବୋଟ୍ ଚଳାଚଳ କରୁଥିଲା। ଇଂରେଜମାନେ ଭାରତକୁ ଆସିବାର ପ୍ରାୟ ୧୭୦ ବର୍ଷ ପୂର୍ବରୁ ଜଗତସିଂହପୁରକୁ ଆସି ସେମାନେ ବାଣିଜ୍ୟ କରୁଥିଲେ। ବାଣିଜ୍ୟ କାରବାର ପାଇଁ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର: ଅକଳରେ ୩ ପ୍ରମୁଖ ଦଳ; ବିଜେଡି, ବିଜେପି ପାଇଁ ଦୁଇ ଦୁଇ ଆସନ ଦ୍ବନ୍ଦ୍ବ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ଓ ପାରାଦୀପ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଟିକେଟ ଘୋଷଣା ଯେତିକି ବିଳମ୍ବିତ ହେଉଛି, ତୃଣମୂଳସ୍ତରରେ ନେତା ଓ କର୍ମୀଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଉତ୍କଣ୍ଠା ସେତିକି ବଢି ଚାଲିଛି। ପାରାଦୀପରେ ବିଧାୟକ ସମ୍ବିତ ରାଉତରାୟ ଅଥବା ତାଙ୍କ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ସତ୍ୟବ୍ରତଙ୍କ ଶକ୍ତି ପ୍ରଦର୍ଶନ: ଜଗତସିଂହପୁରରେ ବିଜେପିର ଟିକେଟ ଅଙ୍କ

ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀର ବିଜେପି ଟିକେଟ ଘୋଷଣା ହୋଇ ନ ଥିବାବେଳେ ଏବେ ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ପୂର୍ବତନ ବିଜେଡି ସଭାପତି ଅମରେନ୍ଦ୍ର ଦାସ ବିଜେପିରେ ମିଶିବାପରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଥିବା ବେଳେ କିଛିଦିନ ଚୁପ୍ ରହିଥିବା…
ଅଧିକ ଖବର ଦେଖନ୍ତୁ...

ପାରାଦୀପରୁ ଧରାହେଲା ୧୯ ଲକ୍ଷ ଟଙ୍କାର ବୋରେଇ ମାଛ

ଜଗତସିଂହପୁର: ପାରାଦୀପ ସମୁଦ୍ର ଉପକୂଳରୁ ଧରାଯାଇଛି ବିରଳ ପ୍ରଜାତିର ୧୭ଟି ତେଲିଆ ବୋରେଇ ମାଛ। ଧରାପଡ଼ିଥିବା ମାଛର ମୂଲ୍ୟ ୧୯ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ପାରାଦୀପର ପାର୍ବତୀ ନାମକ ବୋଟ୍ ମାଛ ମାରିବାକୁ ଯାଇଥିବା ବେଳେ ଗୋଟିଏ ଜାଲରେ ୧୭ଟି ମାଛ ପଡ଼ିଯାଇଥିଲେ। ଗୋଟିଏ ମାଛର ଓଜନ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁରରେ ପିଲାଚୋର ଗୁଜବ: ସଚେତନ କଲା ପୁଲିସ

ଜଗତସିଂହପୁର: ଜଗତସିଂହପୁରରେ ପିଲାଚୋର ଗୁଜବ ପ୍ରଚାର ଚାଲିଥିବା ବେଳେ ଏହାକୁ ନେଇ ପୁଲିସ ଲୋକଙ୍କୁ ସଚେତନ କରିଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ,  ସମସ୍ତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଜଣାଇ ଦିଆଯାଉଛି କି ଏବେ କିଛି ଅଞ୍ଚଳରେ ପିଲାଚୋର ଗୁଜବ ପ୍ରଚାର ହେଉଛି। ଲୋକମାନେ ନିଜ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ସ୍ତରରେ ଅଦଳବଦଳ: ଅରିନ୍ଦମ ଡାକୁଆଙ୍କୁ କଟକ, ଅନୁପମ ଶାହଙ୍କୁ ଜଗତସିଂହପୁରରେ ଜିଲ୍ଲାପାଳ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। ନିର୍ବାଚନ କମିସନ ରାଜ୍ୟର ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସ ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରୁ ବାଦ୍ ଦେବା ପରେ ରାଜ୍ୟ ସରକାର କଟକ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରୁ ଇସ୍ତଫା ଦେଲେ ବାପି ସର୍ଖେଲ

ପାରାଦ୍ବୀପ: କଂ‌ଗ୍ରେସ ନେତା ବାପି ସର୍ଖେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। କିଛି ଦିନ ତଳେ ବାପିଙ୍କ ସ୍ତ୍ରୀ ମନିଦୀପା ବିଜେଡ଼ିରେ ଯୋଗ ଦେଇଥିଲେ। ଏବେ ବାପି କେଉଁ ଦଳରେ ଯୋଗଦେବେ ସେ ନେଇ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁରରୁ ପୁଣି ପ୍ରଶାନ୍ତ, ତିର୍ତ୍ତୋଲରୁ ରମାକାନ୍ତ: ବିଜୟ ଶଙ୍କରଙ୍କ ଟିକେଟ କଟିଲା

ଜଗତସିଂହପୁର: ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ଓ ତିର୍ତ୍ତୋଲ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଦଳ ପୁଣିଥରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ଭରସା କରି ଟିକେଟ ଦେଇଛି।…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ

ଜଗତସିଂହପୁର: ତିର୍ତ୍ତୋଲ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ତେବେ ସେ ବିଜେଡିରେ ସାମିଲ ପରେ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଛାଡ଼ିଲେ ଚିରଞ୍ଜୀବୀ: କାରଣ କହିଲେନି, ବିରୋଧୀ ବି ଚୁପ୍‌

ଜଗତସିଂହପୁର: ତିର୍ତ୍ତୋଲ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ବାଳ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଚିରଞ୍ଜୀବୀ ଦଳ ଛାଡ଼ିବା ନେଇ ଦୁଇ ବର୍ଷ ହେଲା ଯେଉଁ ଚର୍ଚ୍ଚା ହୋଇ ଆସୁଥିଲା ତାହାର ଆଜି ଅନ୍ତ ଘଟିଛି। ସେ ଆଜି ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ…
ଅଧିକ ଖବର ଦେଖନ୍ତୁ...