ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ମହାନଦୀରେ ଡଙ୍ଗା ବୁଡ଼ିବା ଘଟଣା: ଜଣେ ମହିଳାଙ୍କ ମୃତ୍ୟୁ, ୬ରୁ ଊର୍ଦ୍ଧ୍ବ ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଆହୁରି ୬ରୁ ଅଧିକ ଲୋକ ନିଖୋଜ ଥିବା ଜଣାଯାଇଛି। ପୁଲିସ ଓ ଅଗ୍ନିଶମ ବାହିନୀ ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରଖିଛନ୍ତି। ମୃତ ମହିଳାଙ୍କର ପରିଚୟ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରରେ ଅଘଟଣ ଘଟିଛି। ଡଙ୍ଗା ବୁଡ଼ି ୧୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ନିଖୋଜମାନଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ଅଭିମୁଖେ ବାହାରିଛି। ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରର ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ସରଧା…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଝାରସୁଗୁଡ଼ା : ବେଲପାହାଡ଼ ରେଳ ଷ୍ଟେସନରୁ ମାତ୍ର ୨ କିମି ଦୂରରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନିକଟରୁ ମିଳିଥିବା ଆଧାରକାର୍ଡର ସୂଚନା ଅନୁସାରେ ସେ ବାଘମୁଣ୍ଡାର ଅଜୟ କାଲୋ(୨୬) ବୋଲି ଅନୁମାନ କରାଯାଉଛି। ଏନେଇ ଜିଆର୍‌ପି ପୁଲିସ୍‌ ଏକ ମାମଲା ରୁଜୁ କରି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ଅଭାବନୀୟ କାଣ୍ଡ: କୋର୍ଟ କୋଠାରୁ ଡେଇଁପଡ଼ିଲେ ବନ୍ଦୀ

ଝାରସୁଗୁଡ଼ା: ‘ମୋଠୁ ସର୍ବସ୍ବ ନେଲା, ମୋତେ ଦୁଷ୍କର୍ମ ମାମଲାରେ ଫସାଇଦେଲା। ଏବେ ପୁଣି ଜାମିନ କରାଇଦେବନି ବୋଲି ଚେତାବନୀ ଦେଉଛି। ମୁଁ ଏଇଠୁ ଡେଇଁ ଜୀବନ ହାରିଦେବି।’ ମଙ୍ଗଳବାର ଦିନ ପ୍ରାୟ ୧୧ଟା ବେଳେ ଝାରସୁଗୁଡ଼ା ଜିଲ୍ଲା କୋର୍ଟ ପରିସରରେ ଜଣେ ବିଚାରାଧୀନ କଏଦୀ ଏଭଳି କିଛି କହି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ କୋର୍ଟ ଛାତ ଉପରୁ ଡେଇଁ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା: ଛାତ ଉପରୁ ଡେଇଁ ଜଣେ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବାର ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଣଙ୍କ ହେଲେ ବେଲପାହାଡ଼ ଥାନା ଅନ୍ତର୍ଗତ ଜୁନାଡ଼ିହି ଗାଁର ସନାତନ ସିଂ।…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ: ଟଙ୍କଧର-ଦୀପାଳି ବାଦୀପାଲା

ଝାରସୁଗୁଡ଼ା: ଚଳିତ ସାଧାରଣ ନିର୍ବାଚନ ପାଇଁ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ତା’ର ପ୍ରାର୍ଥୀ ଘୋଷଣା କରିନାହିଁ। କିନ୍ତୁ ବିଜେପି ଓ ବିଜେଡି ନିଜେ ଉପନିର୍ବାଚନରେ ଦେଇଥିବା ପ୍ରାର୍ଥୀଙ୍କ ଉପରେ ପୁଣିଥରେ ଭରସା କରିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ…
ଅଧିକ ଖବର ଦେଖନ୍ତୁ...

କେଲୋ ନଦୀର ତଣ୍ଟି ଚିପିଦେଲାଣି ଛତିଶଗଡ଼: ସାମ୍ନାକୁ ଆସିଲା ଭାଥେନ୍‌ପାଲି ବ୍ୟାରେଜ୍‌ର ଚିତ୍ର

ଝାରସୁଗୁଡ଼ା: ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ହେଉନି। ଏବେ ପୁଣି ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ୧୯ ଖଣ୍ଡ ମୌଜାର ଜୀବନରେଖା କୁହାଯାଉଥିବା କେଲୋ ନଦୀର ମଧ୍ୟ ତଣ୍ଟି ଚିପି ସାରିଲାଣି ଛତିଶଗଡ଼। ରାଜ୍ୟ ସରକାରଙ୍କ ଆଖିରେ ଧୂଳି ଦେଇ…
ଅଧିକ ଖବର ଦେଖନ୍ତୁ...

ସହରରେ ସିରିଜ୍ ବାଇକ୍ ଚୋରି   

 ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଏବେ ସିରିଜ୍ ବାଇକ୍‌ ଚୋରି ଚାଲିଛି । ଦୁଇଦିନ ତଳେ ଏକାସାଙ୍ଗରେ ୩ଟି ବାଇକ୍‌ ଚୋରି ହେବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁଲିସ୍‌ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି। ତେବେ ଏହି ଅଭିଯୁକ୍ତଙ୍କୁ ଧରିବା ଭିତରେ ସହରରୁ ଆଉ ୬ଟି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ଭୂତ ଆମ୍ବୁଲାନ୍ସ! ଖଣିଜ ପାଣ୍ଠିରୁ କିଣାଯାଇଛି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରେ ଅଚଳ ହୋଇ ପଡ଼ିଥିବା ଆମ୍ବୁଲାନ୍ସରୁ ରାତିହେଲେ ବିକଟାଳ ଶବ୍ଦ ବାହାରୁଛି। କେତେବେଳେ ଦୀର୍ଘ ସମୟ ଧରି ହର୍ଣ୍ଣ ବାଜୁଛି ତ ଆଉ କେତେବେଳେ ଇଣ୍ଡିକେଟର ଲାଇଟ୍‌ ଜଳୁଛି। ବେଳେବେଳେ ହଠାତ୍‌ ଆମ୍ବୁଲାନ୍ସର କବାଟ ବି ଆପେ ଆପେ…
ଅଧିକ ଖବର ଦେଖନ୍ତୁ...

ଆବାସିକ ଇଂରାଜି ମିଡିୟମ ସ୍କୁଲରେ ସଶସ୍ତ୍ର ଡକାୟତି, ଲୁଟିନେଲେ ୨୦ ଲକ୍ଷ ଟଙ୍କା ଓ ୧୫ ମୋବାଇଲ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଗଡ଼ିହିରେ ଏକ ଆବାସିକ ଇଂରାଜି ମିଡିୟମ ସ୍କୁଲରେ ପଶି ୯ରୁ ୧୦ ଜଣ ଡକାୟତ ଦଳ  ଲୁଟ୍ କରିଛନ୍ତି। ସେମାନେ କର୍ମଚାରୀମାନଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରି ନେଇ ପ୍ରାୟ ୨୦ ଲକ୍ଷ ଟଙ୍କା ଓ ୧୫ ଟି ମୋବାଇଲ ନେଇ ପଳେଇ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...