ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

କଂଗ୍ରେସରେ ସାମିଲ ହେଲେ ସିପ୍ରା ମଲ୍ଲିକ: କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ିପାରନ୍ତି

ଭୁବନେଶ୍ବର: ବିଜେଡିର ପୂର୍ବତନ ବିଧାୟିକ ସିପ୍ରା ମଲ୍ଲିକ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ବିଜେଡିର ପୂର୍ବତନ ସାଧାରଣ ସଂପାଦକ ମନୋରମା ଆଚାର୍ଯ୍ୟ ମଧ୍ୟ ‘ହାତ’ ଧରିଛନ୍ତି। ଏହି ଉପଲକ୍ଷେ କଂଗ୍ରେସ ଭବନରେ ଆଜି ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ପୂର୍ବତନ ପିସିସି ସଭାପତି ପ୍ରସାଦ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ାରେ ଗଣେଶ୍ବରଙ୍କୁ ନେଇ ବିଜେଡ଼ି ଦୁଇଫାଳ !

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଧନାସଭା ଆସନ ନେଇ ଏବେ ରାଜନୀତି ରୋଚକ ହେବାରେ ଲାଗିଛି। କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଦଳ ବଦଳ କରି ବିଜେଡିରେ ଯୋଗଦେବା ପରେ ଶାସକ ଦଳରୁ ଗଣେଶ୍ୱରଙ୍କୁ ବିଧାୟକ ପ୍ରାର୍ଥୀ ନ କରିବା ଦାବିରେ ଦଳୀୟ ଆଶାୟୀ ପ୍ରାର୍ଥୀ ଏକାଠି ହୋଇ ସଭାପତି ନବୀନ…
ଅଧିକ ଖବର ଦେଖନ୍ତୁ...

ପୁଣି ରାଜନଗର ରାଜନୀତି ସରଗରମ: ଅଶୋକ ଗଲେ କଂଗ୍ରେସ, ଅଲେଖଙ୍କ ଗତି କୁଆଡେ଼?

କେନ୍ଦ୍ରାପଡ଼ା: ରାଜନଗର ନିର୍ବାଚନମଣ୍ତଳୀ ରାଜନୀତି ଚଳିତ ସାଧାରଣ ନିର୍ବାଚନ ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। କଂ‌ଗ୍ରେସ ଛାଡି ଅଂଶୁମାନ ମହାନ୍ତି ବିଜେଡିରେ ସାମିଲ ହେବା ପରଠାରୁ ଚର୍ଚ୍ଚାରେ ରହିଥିବା ରାଜନଗର ରାଜନୀତି ଏବେ ବିଜେପି ଟିକେଟ ଓ ଅଶୋକ ପ୍ରତିହାରୀଙ୍କ ବିଜେଡି ଛାଡି…
ଅଧିକ ଖବର ଦେଖନ୍ତୁ...

ବିଜେଡିର ମିଶ୍ରଣ ପର୍ବ: ସାମିଲ ହେଲେ ଶତାଧିକ କର୍ମୀ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ବାଳକାଟି ପଞ୍ଚାୟତରେ ମଙ୍ଗଳବାର ସନ୍ଧ୍ୟାରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ବ୍ଲକ ବିଜେଡି ସଭାପତି ସନାତନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ବିଜେଡିର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରତାପ କେଶରୀ…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀର ତାଣ୍ଡବରେ ବଜ୍ରପାତ: ମା’ ପାଖକୁ ପହଞ୍ଚି ପାରିଲାନି ପୁଅ, ଛାତ ଉପରେ ଟଳିପଡ଼ିଲେ ବୃଦ୍ଧ

ଗରଦପୁର/ଆଳି: ରାଜ୍ୟରେ ଗ୍ରୀଷ୍ମ ପବ୍ରାହ ଜାରି ଥିବା ବେଳେ ଆଜି ଅପରାହ୍‌ଣରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ମୃତକମାନେ ହେଲେ ଶିବ ପ୍ରସାଦ ସାହୁ (୬୫), ଆଶୁତୋଷ ଜେନା(୧୭), ପୁଣ୍ଡିଲୋ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ପ୍ରାର୍ଥିତ୍ବକୁ ନେଇ ଶାସକ-ବିରୋଧୀ ଛକାପଞ୍ଝା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ଘୋଷଣାକୁ ନେଇ ଏବେ ଶାସକ-ବିରୋଧୀ ଦଳ ମଧୢରେ ଛକାପଞ୍ଝା ଲାଗି ରହିଛି। ଜିଲ୍ଲାର ଏକମାତ୍ର ସ˚ରକ୍ଷିତ ଥିବା ଏହି ଆସନରୁ ଏ ପର୍ଯ୍ୟନ୍ତ ପ୍ରମୁଖ ତିନି ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଚୟନ କରିନାହାନ୍ତି। ପ୍ରାର୍ଥୀ ଘୋଷଣାରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ାରେ କଂଗ୍ରେସର ମାନସମନ୍ଥନ ଆରମ୍ଭ: କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବାକୁ ଉଦ୍ୟମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଦୁଇ ଜଣ ବରିଷ୍ଠ କଂଗ୍ରେସ ନେତା ସାଧାରଣ ନିର୍ବାଚନ ପୂର୍ବରୁ ହଠାତ୍‌ ଦଳ ଛାଡିଲେ। ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଓ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଏବେ ଦଳ ଛାଡ଼ି ବିଜେଡିରେ। ଏଭଳି ସ୍ଥିତିରେ ସେମାନେ ନେତୃତ୍ବ ନେଇ ଆସୁଥିବା…
ଅଧିକ ଖବର ଦେଖନ୍ତୁ...

‘ଆମ ଭିତରୁ ଜଣଙ୍କୁ ଟିକେଟ୍‌ ଦିଅ’: ଶୀର୍ଷ ନେତୃତ୍ବଙ୍କୁ ପୁଣି ଭେଟିଲେ ଆଶାୟୀ

କେନ୍ଦ୍ରାପଡ଼ା: ବରିଷ୍ଠ ନେତା ଗଣେଶ୍ବର ବେହେରାଙ୍କୁ ନେଇ କେନ୍ଦ୍ରାପଡ଼ା ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗୋଟିଏପଟେ ଜିଲ୍ଲା ପରିଷଦ ଜୋନ୍‌ ସ୍ତରରେ ପ˚ଚାୟତସ୍ତରୀୟ କର୍ମୀମାନେ ଆମଦାନୀ ନେତାଙ୍କ ଦଳରେ ମିଶ୍ରଣକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ ବିଜେଡିରୁ ଟିକେଟ୍‌ ଆଶାୟୀ…
ଅଧିକ ଖବର ଦେଖନ୍ତୁ...

ଅଲିଭ୍‌ରିଡ୍‌ଲେଙ୍କ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଅଣ୍ଡା ଦେଉଦେଉ ଛୁଆ

ସୂର୍ଯ୍ୟନାରାୟଣ ଲେଙ୍କା ରାଜନଗର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଋତୁଚକ୍ରରେ ପରିବର୍ତ୍ତନ ଆସିଛି। ସେଥିପାଇଁ ଫେବ୍ରୁଆରି, ମାର୍ଚ୍ଚ ପରିବର୍ତ୍ତେ ଏପ୍ରିଲ ମାସରେ ଅଲିଭ୍‌ରିଡ୍‌ଲେ ସମୂହ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଯେଉଁ ସମୟରେ ଅଲିଭ୍‌ରିଡ୍‌ଲେ ଅଣ୍ତାଦାନ କରୁଛନ୍ତି, ସମାନ…
ଅଧିକ ଖବର ଦେଖନ୍ତୁ...

ଲାଓସରେ ଫସିଥିଲେ ୧୭ ଓଡ଼ିଆ ଶ୍ରମିକ: ଭାରତୀୟ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ପରେ ଘରକୁ ଫେରିଲେ

ଭୁବନେଶ୍ବର: ଲାଓସରେ ଫସି ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରିଛନ୍ତି। ଲାଓସରୁ ସେମାନେ ବ୍ୟାଙ୍ଗକକ୍‌ ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରୁ ପୁଣି ଏକ ଅନ୍ୟ ବିମାନରେ ଆଜି କୋଲକାତାରେ ପହଞ୍ଚି ଥିଲେ। ଓଡ଼ିଆ ଶ୍ରମିକମାନେ କୋଲକାତାରୁ ନିଜନିଜ ବ୍ୟବସ୍ଥାରେ ଘରକୁ ଫେରୁଛନ୍ତି। ଓଡ଼ିଆ…
ଅଧିକ ଖବର ଦେଖନ୍ତୁ...