ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଜୟପୁରରେ ଇନ୍ଦିରା-ତାରା ବାହିନୀପତି-ଗୌତମଙ୍କ ମଧ୍ୟରେ ବଳ କଷାକଷି

ଜୟପୁର: ଜୟପୁର ବିଧାନସଭା ଆସନରେ ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। କଂଗ୍ରେସ ପକ୍ଷରୁ ଭେଟେରାନ୍ ନେତା ତାରା ବାହିନୀପତିଙ୍କୁ ଏହି ଆସନରୁ ରିପିଟ୍ କରାଯାଇଛି। ତାରା ବିଜୟୀ ହେବାକୁ ପୁରାଦମ୍‌ରେ ଲାଗିଛନ୍ତି। ସେହିପରି ବିଜେଡି ଏହି ବିଧାନସଭା ଆସନରେ ନୂଆ ମୁହଁ ଇନ୍ଦିରା…
ଅଧିକ ଖବର ଦେଖନ୍ତୁ...

ଷ୍ଟ୍ରଙ୍ଗରୁମ ନିରୀକ୍ଷଣ କଲେ ସୁରକ୍ଷା ପର୍ଯ୍ୟବେକ୍ଷକ ଆଇପିଏସ୍ ପିଏଲ୍ ମାଲ୍

ଜୟପୁର: ସ୍ଥାନୀୟ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରସ୍ଥ ହ୍ୟୁମାନିଟି ବ୍ଲକ ପରିସରରେ ଜୟପୁର ‌ଓ କୋଟପାଡ଼ ନିର୍ବାଚନ ମଣ୍ଡଳୀ ପାଇଁ କରାଯାଇଛି ଷ୍ଟ୍ରଙ୍ଗରୁମ। ଏହି ଷ୍ଟ୍ରଙ୍ଗରୁମର ନିରୀକ୍ଷଣ କରିବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ନିର୍ବାଚନ କମିଶନ ଦ୍ବାରା ନିଯୁକ୍ତ ଆଇପିଏସ୍…
ଅଧିକ ଖବର ଦେଖନ୍ତୁ...

ନାମାଙ୍କନ ଦାଖଲ କଲେ ଇନ୍ଦିରା

ଜୟପୁର: ଗତ କାଲି ଶୁଭ ବେଳାରେ ପ୍ରସ୍ତାବକ,ସମର୍ଥକଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କରିଥିଲେ ବିଜେଡି ପ୍ରାର୍ଥୀ ଡ.ଇନ୍ଦିରା ନନ୍ଦ। ତେବେ ଆଜି ପୁଣି ନିଜ ସମର୍ଥକଙ୍କ ସହ ବିରାଟ ରାଲିରେ ଆସି ଆଜି ଆଉ ଦୁଇ ସେଟ୍ ନାମାଙ୍କନ ଦାଖଲ କରିଛନ୍ତି ଇନ୍ଦିରା। ଏହା ପରେ ନିଜ ପ୍ରତିକ୍ରିୟାରେ ଇନ୍ଦିରା…
ଅଧିକ ଖବର ଦେଖନ୍ତୁ...

କୋଟିଆରେ ଆନ୍ଧ୍ର ଏଜେଣ୍ଟଙ୍କ ‘କାଳି’ ଚିନ୍ତା!

କୋରାପୁଟ: କୋଟିଆ ଭୋଟ୍‌ ପାଇଁ ଶେଷ ରଣନୀତି ପ୍ରୟୋଗ କରିଛି ଆନ୍ଧ୍ର। ଆନ୍ଧ୍ର ଦ୍ବାରା ନିଯୁକ୍ତ ଏଜେଣ୍ଟ ଘରଘର ବୁଲି ଭୋଟରଙ୍କୁ ଚିହ୍ନଟ କରୁଛନ୍ତି। ଭୋଟର୍‌ ତାଲିକା ଅନୁସାରେ ନାଁ ମେଳ କରିବାପରେ ଆନ୍ଧ୍ର ସପକ୍ଷରେ ମତଦାନ କରିବାକୁ ପ୍ରଲୋଭିତ କରୁଛନ୍ତି। ଯଦି କେହି ପ୍ରଲୋଭନରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଝିଅ ହର୍ଷିତା ପ୍ରିୟଦର୍ଶିନୀଙ୍କ ଆଉ ଏକ କୃତିତ୍ୱ

ଜୟପୁର: ପାରମ୍ପରିକ ବିହନ ସଂରକ୍ଷଣ ବିଷୟରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି କୋରାପୁଟର କୁନି ଗବେଷିକା ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି। ସର୍ବଭାରତୀୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତାକୁ ନେଇ ଗତ କିଛି ଦିନ ଧରି ‘ଏଚଡିଏଫସି ଲାଇଫ’ ଓ 'ରେଡ଼…
ଅଧିକ ଖବର ଦେଖନ୍ତୁ...

ନାମାଙ୍କନ କଲେ ତାରା: ‘ମୋ ସମୟରେ ସର୍ବାଙ୍ଗୀନ ବିକାଶ ହୋଇଛି’

ଜୟପୁର: ନିଜ ସମର୍ଥକଙ୍କ ସହ ବିରାଟ ରାଲିରେ ଆସି ଆଜି ନାମାଙ୍କନ ଦାଖଲ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କ ନିକଟରେ ୨ ସେଟ୍ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହାପରେ ନିଜ ପ୍ରତିକ୍ରିୟାରେ ବାହିନୀପତି କହିଥିଲେ, ଗତ…
ଅଧିକ ଖବର ଦେଖନ୍ତୁ...

ପୁଣି ଗୌତମଙ୍କ ଉପରେ ଭରସା ରଖିଲା ବିଜେପି: ଜୟପୁରରେ ଇନ୍ଦିରା, ତାରାଙ୍କୁ କରିବେ ମୁକାବିଲା

ଜୟପୁର: ଶେଷରେ ଜୟପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଗୌତମ ସାମନ୍ତରାୟଙ୍କ ଉପରେ ଭାରତୀୟ ଜନତା ପାର୍ଟି (ବିଜେପି) ପୁଣି ଥରେ ଭରସା ରଖିଛି। ଚଳିତ ବିଧାନସଭା ନିର୍ବାଚନରେ ଗୌତମକୁ ବିଜେପି ଜୟପୁର ଆସନ ପାଇଁ ଟିକେଟ୍‌ ଦେଇଛି। ଏଠାରେ ପୂର୍ବରୁ କଂଗ୍ରେସରୁ ବିଧାୟକ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ସହରରେ ବୁଲିଲା ଭାଲୁ

କୋରାପୁଟ: ବିଳମ୍ବିତ ରାତିରେ କୋରାପୁଟ ସହରକୁ ପଶିଆସିଲା ଭାଲୁ। ସହର ସାରା ନିର୍ଭୟରେ ବୁଲିବା ପରେ ହଠାତ୍‌ ଉଭାନ ହୋଇଗଲା। ଅନ୍ୟପଟେ କାବୁ କରିବାକୁ ପିଛା କରି ବିଫଳ ହୋଇଥିବା ବନ ବିଭାଗ ନାକେଦମ ହୋଇଛି। ଗତକାଲି ରାତି ପ୍ରାୟ ୩ଟାରେ ଗୋଟିଏ ଭାଲୁ ଡଙ୍ଗର ଦେଇ ପାହାଡ଼ ପଟୁ କୋରାପୁଟ…
ଅଧିକ ଖବର ଦେଖନ୍ତୁ...

ଭାରତର ଆତ୍ମନିର୍ଭରଶୀଳତା, ଜୈବ ଅର୍ଥନୀତି ପାଇଁ ଜୈବ ବିବିଧତା ଏବଂ କୃଷିର ସଂରକ୍ଷଣ ଆବଶ୍ୟକତା ଉପରେ କର୍ମଶାଳା

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଦ୍ୟାଳୟ ଅନୁଲୁଲ୍ୟରେ ଆୟୋଜିତ "ସ୍ଥାୟୀ ଭବିଷ୍ୟତ ପାଇଁ ଜୈବ ବିବିଧତା ଏବଂ କୃଷିର ସାମ୍ପ୍ରତିକ ଅଗ୍ରଗତି" ଶୀର୍ଷକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ୨୦ ଏପ୍ରିଲ ୨୦୨୪ରେ ଉଦଯାପିତ…
ଅଧିକ ଖବର ଦେଖନ୍ତୁ...

ଜବରଦଖଲରେ ପ୍ରସ୍ତାବିତ ଅଟୋନଗର: ବେଂଚ ମାର୍କ ଭେଲ୍ୟୁ ୫୩କୋଟି ବାନ୍ଧିପାରୁନି ପୌରପାଳିକା

ଜୟପୁର: ପ୍ରସ୍ତାବିତ ଅଟୋନଗରର ଅଧିକାଂଶ ଅଞ୍ଚଳ ଏବେ ଜବରଦଖଲକାରୀଙ୍କ କବଜାରେ। କଚ୍ଚା ଏବଂ ପକ୍କା ଘର ଠାରୁ ଆରମ୍ଭ କରି ବଡ଼ ବଡ଼ କୋଠା ଗଡ଼ି ଉଠିଛି ପ୍ରସ୍ତାବିତ ଅଞ୍ଚକରେ। ପ୍ରକଳ୍ପ ପାଇଁ ରାଜସ୍ବ ବିଭାଗର ୯ଏକର ୭୮୫ସେଣ୍ଟ ଜମି ଚିହ୍ନଟ କରାଯାଇଥିଲା। ବେଂଚମାର୍କ ଭେଲ୍ୟୁ  ପ୍ରମିୟମ ବାବଦରେ…
ଅଧିକ ଖବର ଦେଖନ୍ତୁ...