ଅନୁସନ୍ଧାନ କରୁଥିବା ବର୍ଗ

ମାଲକାନଗିରି

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫକୁ ବିରୋଧ; ଆନ୍ଦୋଳନ ଚେତାବନୀ ଦେଲା ବିରୋଧୀ ଦଳ

ମାଲକାନଗିରି: ଜିଲ୍ଲା କଂଗ୍ରେସ ଭବନ ଠାରେ ରବିବାର ଜିଲ୍ଲା କଂଗ୍ରେସ, ଆମ ଆଦମୀ ପାର୍ଟି ଏବଂ ସିପିଆଇ (ଏମ) ତରଫରୁ ସାମ୍ବାଦିକ ସମ୍ମିଳନୀ ହୋଇଛି। ବିରୋଧୀ ଦଳର ନେତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଥ୍ୟା ମାମଲାରେ ଗିରଫ…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟିହେଲା ଭ୍ୟାନ୍‌: ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

କାଲିମେଳା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଭ୍ୟାନ୍‌। ଘଟଣାସ୍ଥଳରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁୁରୁତର ଥିବାର ଜଣାପଡ଼ିଛି। ମୃତ ଜଣଙ୍କ ହେଲେ ସୁନାବେଡ଼ା ଡ଼ିପି କ୍ୟାମ୍ପର ସୁଦାସ ମଣ୍ଡଳ(୫୨) ଓ ଗୁରୁତର ଜଣଙ୍କ ହେଲେ ଅରୁଣ ମଣ୍ଡଳ(୫୧)। ସୂଚନା ଅନୁସାରେ ସୁଦାମ ଓ…
ଅଧିକ ଖବର ଦେଖନ୍ତୁ...

ଉନ୍ନୟନ କାର୍ଯ୍ୟ ନେଇ ଗ୍ୟାରେଣ୍ଟି କାର୍ଡ ଖେଳିଲା କଂଗ୍ରେସ

ମାଲକାନଗିରି: ମାଲକାନଗିରି କଂଗ୍ରେସ ଭବନ ଠାରେ କଂଗ୍ରେସର ୯ ଟି ଗ୍ୟାରେଣ୍ଟି କାମ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ କଂଗ୍ରେସର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ଯାହା ରକିନାହାନ୍ତି କଂଗ୍ରେସ ତାହା କରି ଦେଖାଇବ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଚାଳକଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌, ଯୁବକ ମୃତ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ଗଙ୍ଗଲା ଗ୍ରାମର ଧାନମଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଛି। ଚାଉଳମେନ୍ଦି ଗ୍ରାମର ରାଜେଶ ମାଟାମଙ୍କ ପୁଅ ଦେବାଶିଷ ମାଟାମ(୨୨) ନିଜ ମଟର ସାଇକେଲରେ ଯାଉଥିବା ବେଳେ ଅପର ପଟରୁ ଆସୁଥିବା ଟ୍ରକ ସହ ଶକ୍ତ ଧକ୍କା…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ବିରୋଧରେ ବଡ଼ ଅପରେସନ: ସୁରକ୍ଷାବାହିନୀଙ୍କ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଵାଡା ଓ ବିଜାପୁର ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ପ୍ରେସର ବୋମା ବିସ୍ଫୋରଣରେ ଦୁଇ ଜଣ ଯବାନ ଆହତ ହୋଇଥିଲେ। ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା ଯେ ବିଜାପୁର ଜିଲ୍ଲା ଅନ୍ତର୍ଗତ ଗାଙ୍ଗଲୁର ଥାନା ଅଂଚଳରେ କ୍ୟାଡର ନକ୍ସଲ…
ଅଧିକ ଖବର ଦେଖନ୍ତୁ...

ବଣ୍ଡାଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିଛି କଦଳୀ ଚାଷ: ପାଣି ସମସ୍ୟା ଯୋଗୁଁ ହେଉଛି ପ୍ରଭାବିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉଚ୍ଚରେ ରହିଛି ବଣ୍ଡାଘାଟି। ଏହି ବଣ୍ଡାଘାଟିରେ ଦୁଇଟି ପଞ୍ଚାୟତର ୩୨ଟି ଗ୍ରାମରେ ଆଦିନ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି।ନିଜର ପରାଂପାରିକ ଭେଷଭୁଷା, ଚାଲିଚଳଣ ଏବଂ ସଂସ୍କୃତିକୁ ନେଇ ଏମାନେ ଏଠାରେ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ସୀମାନ୍ତ ଦଣ୍ଡିପଦର ଗ୍ରାମର ଦୁଃଖ: ପାଣି ପାଇଁ ସୀମା ପାର କରୁଛନ୍ତି ଗ୍ରାମବାସୀ

ମାଲକାନଗିରି: ସୀମାନ୍ତ ଗ୍ରାମଗୁଡିକରେ ବହୁ ସମସ୍ୟା ରହିଛି। ସୀମାନ୍ତ ଗ୍ରାମଗୁଡିକ ନକ୍ସଲ ପ୍ରବଣ ହୋଇଥିବାରୁ ସରକାରୀ ଯୋଜନା ସେଠାରେ ପହଞ୍ଚିପାରୁନାହିଁ।ଯାହାଫଳରେ ଲୋକେ ଅତି ଦୟନୀୟ ଜୀବନଯାପନ କରୁଛନ୍ତି। ଏଭଳି ଏକ ଗ୍ରାମ ହେଉଛି ମାଥିଲି ବ୍ଲକର ମହୁପଦର ପଞ୍ଚାୟତର ଦଣ୍ଡିପଦର ଗ୍ରାମ। ଏହି…
ଅଧିକ ଖବର ଦେଖନ୍ତୁ...

ବନ ଦିବସରେ ଉତ୍ତମ ବନାଞ୍ଚଳ ଅଧିକାରୀ ଭାବେ ଜଗନ୍ନାଥ ବିଷୋୟୀ ସମ୍ମାନିତ

ମାଲକାନଗିରି: ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ଚଳିତ ବନ ଦିବସରେ ଉତ୍ତମ ବନାଞ୍ଚଳ ଅଧିକାରୀ ଭାବେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ବର ଜୟଦେବ ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବନ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟ ପ୍ରତିଶ୍ରୁତିରେ ପଡ଼ନ୍ତୁ ନାହିଁ: ମାଓ ସଂଗଠନ

ମାଲକାନଗିରି: ଆନ୍ଧ୍ର ଓଡିଶା ସୀମାନ୍ତ ସ୍ବତନ୍ତ୍ର ମାଓ ଡିଭିଜନ ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତିରେ ଆଗାମୀ ନିର୍ବାଚନକୁ ବିରୋଧ କରିବା ସହ ଭୋଟ ବର୍ଜନ କରିବାକୁ ସଂଗଠନ ଆହ୍ବାନ ଦେଇଛି। ସଂଗଠନର ସଚିବ ଗଣେଶ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଆରଏସଏସ ଓ ବିଜେପିର ବିପଦରୁ ଦେଶ ଓ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ବିଧାନସଭା: ମୁହାଁମୁହିଁ ହେବେ ପୁରୁଣା ମୁହଁ

ମାଲକାନଗିରି: ବିଜେଡି-ବିଜେପି ମେଣ୍ଟକୁ ନେଇ ଓଡ଼ିଶା ପଡ଼ୁଛି ଉଠୁଛି। ଗୋଟିଏ ପକ୍ଷ ମେଣ୍ଟ ସପକ୍ଷରେ ମତ ଦେଉଥିବା ବେଳେ ଅନ୍ୟପକ୍ଷର ମତ ଅଲଗା। ଏପରିସ୍ଥଳେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମାଲକାନଗିରି ଚିତ୍ରକୁ ନିରେଖି ଦେଖିବା ପରେ ଭିନ୍ନ ଏକ ମତ ରଖୁଛନ୍ତି। ସେମାନଙ୍କ ଆକଳନ ହେଉଛି-…
ଅଧିକ ଖବର ଦେଖନ୍ତୁ...