ଅନୁସନ୍ଧାନ କରୁଥିବା ବର୍ଗ
ମୟୂରଭଞ୍ଜ
ଖରାରେ ଜଳୁଛି ଫସଲ: ଉଜୁଡ଼ା ପୋଟଳ ଚାଷ ଦେଖି ଚାଷୀ ହତାଶ, ଦରବୃଦ୍ଧି ଯୋଗୁଁ ଚିନ୍ତାରେ ଗ୍ରାହକ
ବେତନଟୀ ସଦର: ଚୈତ୍ର ମାସର ମୁଣ୍ଡଫଟା ଖରାରେ ଜଳୁଛି ଫସଲ। ଯେଉଁ ପନିପରିବାର ଚାଷୀ ପରିବାରର ପେଟ ପୋଷିଥାନ୍ତା, ତାକୁ ଦେଖି ଚାଷୀ ଆଖିରୁ ଲୁହ ଝରୁଛି।ବୁଢ଼ାବଳଙ୍ଗ ନଦୀ କୁଳିଆ ଅଞ୍ଚଳର ଶତାଧିକ ଚାଷୀଙ୍କର କ୍ଷେତକୁ ପାଣି ବହିବହି ଅଣ୍ଟା ଭାଙ୍ଗି ଗଲାଣି। ତଥାପି କୋଉଠି ଗଛ ସବୁ ଶୁଖିଗଲାଣି ତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ତାତି ବଢ଼ାଉଛି ବେଆଇନ ଇଟାଭାଟି: ପ୍ରଶାସନର ରାଜସ୍ୱ କ୍ଷତି, ବଢୁଛି ପ୍ରଦୂଷଣ ଚିନ୍ତା
ବେତନଟୀ ସଦର: ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲ ଅଞ୍ଚଳ ଅଧୀନ ପାଟୁଳିପୁରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ତଥା ବୈଶିଙ୍ଗା-ମାଣତ୍ରୀ ରାସ୍ତା ପାର୍ଶ୍ୱରେ ଏକାଧିକ ବେଆଇନ ଇଟାଭାଟି ପୋଡ଼ା ଚାଲିଛି। ବେତନଟୀ ଅଞ୍ଚଳରେ ଲଗାତାର କିଛି ଦିନ ହେବ ତାପମାତ୍ରା ୪୦ ଡିଗ୍ରି ପାଖାପଖି ରହୁଥିବାବେଳେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଶିମିଳିପାଳରେ ବନାଗ୍ନି ଅଣାୟତ୍ତ: ନିଅଁା ଲିଭାଇବାକୁ ୨୬ ଜଣିଆ ଓଡ୍ରାଫ୍ ଟିମ୍ ସାମିଲ
ବାରିପଦା/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ଶିମିଳିପାଳ ଅଭୟାରଣ୍ୟରେ ଅଣାୟତ୍ତ ହୋଇପଡ଼ିଛି ବନାଗ୍ନି। ଗତକାଲି ୧୩ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଆଜି ୪୩ଟି ସ୍ଥାନରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଡ୍ରୋନ୍ କ୍ୟାମେରା ଦ୍ବାରା ନିଆଁ ଲାଗିଥିବା ସ୍ଥାନକୁ ଚିହ୍ନଟ କରାଯିବା ପରେ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମୟୂରଭଞ୍ଜ ଡିଏମ୍ଏଫ୍ ଟଙ୍କା ହଡ଼ପ: ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତରେ ନେଇଗଲେ ୯.୭୬ କୋଟି
ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)ରୁ ୯ କୋଟି ୭୬ ଲକ୍ଷ ଟଙ୍କା ବିଭିନ୍ନ କମ୍ପାନିର ଜମାଖାତାକୁ ପଠାଯାଇଛି। ଥରେ କି ଦୁଇଥର ନୁହେଁ, ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖାରୁ ଏହିପରି ୪ ଥର ଟଙ୍କା ଟ୍ରାନ୍ସଫର୍ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କ ବଦଳି ଦାବି
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ଦଳ ପକ୍ଷରୁ ରାଇରଙ୍ଗପୁରସ୍ଥିତ ରଙ୍ଗଲାଲ୍ ଧର୍ମଶାଳାର ସମ୍ମିଳନୀ କକ୍ଷରେ ରବିବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସର ପୂର୍ବତନ ବିଧାୟକ ଶ୍ୟାମଚରଣ ହାଂସଦାଃଙ୍କ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପଂଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କୁ ତାଲା ବନ୍ଦ ରଖିବା ଘଟଣା: ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ…
ରାଇରଙ୍ଗପୁର/ବିଜାତଳା: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ୍ ନୁଷାଡିହି ଗ୍ରା.ପର ଗୋପୀନାଥପୁର ଗ୍ରାମବାସୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନାର ଦ୍ୱାରସ୍ଥ ହେଲେ। ଗୋପୀନାଥପୁର ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗତ ୧୮ ଅପ୍ରେଲରେ ଗୋପିନାଥପୁର ଗ୍ରାମର ଗ୍ରାମବାସୀମାନେ ନୁଷାଡିହି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପାନୀୟ ଜଳ ପାଇଁ ଡହଳ ବିକଳ ଯାତ୍ରୀ: ରାଇରଙ୍ଗପୁର ରେଳ ଷ୍ଟେସନ ଶୌଚାଳୟରେ ପଡ଼ିଛି ତାଲା
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ରେଳ ଷ୍ଟେସନ ଅବ୍ୟବସ୍ଥା ଘେରରେ। ଯାତ୍ରୀମାନଙ୍କ ପାଇଁ ଅତି ଜରୁରୀ ଥିବା ଶୌଚାଳୟ କଥା ନ କହିଲେ ଭଲ। କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନ ନେଇ ଡେଙ୍ଗୁରା ପିଟୁଥିବା ବେଳେ ରାଇରଙ୍ଗପୁର ରେଳ ଷ୍ଟେସନଠାରେ ଥିବା ଶୌଚାଳୟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ହୁହୁ ହୋଇ ଜଳୁଛି ଶିମିଳିପାଳ: ବନ୍ୟଜନ୍ତୁ କଲବଲ, ଶହଶହ ବର୍ଷର ପୁରୁଣା ଗଛ ନଷ୍ଟ
ବାରିପଦା: ମୁଣ୍ଡଫଟା ଖରା ଓ ଜଙ୍ଗଲ ନିଆଁ ପାଇଁ ସମଗ୍ର ମୟୂରଭଞ୍ଜ ଏବେ ଅଗ୍ନିପିଣ୍ଡୁଳା ପାଲଟିଛି। ଶିମିଳିପାଳ ଭଳି ଘଞ୍ଚ ଓ ବିସ୍ତୀର୍ଣ୍ଣ ଜଙ୍ଗଲ ଜିଲ୍ଲାକୁ ଚାରିପଟୁ ଘେରି ରଖିଥିଲେ ମଧ୍ୟ ଏହାର କିଛି ପ୍ରଭାବ ପଡ଼ୁନାହିଁ। ବରଂ, ଭୂଖଣ୍ଡର ତାପମାତ୍ରା ବଢ଼ାଉଛି ବନାଗ୍ନି। ଖରାଦିନେ ଯେଉଁଠି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଟିକେଟ କଟିବା ପରେ ମତିଗତି ବଦଳିଗଲା: ଦଳ ଯାହା ନିର୍ଦ୍ଦେଶ ଦେବ ମାନିବି: ବିଶ୍ବେଶ୍ବର
ବାରିପଦା: ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡ଼ୁ ଓ ସାରସକଣା ବିଧାୟକ ବୁଢ଼ାନ୍ ମୁର୍ମୁ ନିଜ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଏବେ ଦ୍ବନ୍ଦ୍ବରେ। ବିଜେପି ଏଥର ଉଭୟଙ୍କୁ ଟିକେଟ୍ ଦେଇନଥିବାରୁ ଏହି ଦୁଇ ନେତାଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ସମସ୍ତଙ୍କର ନଜର ରହିଛି। ଆଦିବାସୀ ବର୍ଗର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସାରସକଣାରୁ ଡାକ୍ତର ଦେବାଶିଷ ମାରାଣ୍ଡିଙ୍କୁ ସୁଯୋଗ
ବାରିପଦା/ସାରସକଣା: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ସାରସକଣା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଏଥିସହ ଜିଲ୍ଲାର ମୋଟ ୯ଟି ବିଧାନସଭା ଆସନ ମଧ୍ୟରୁ କେବଳ ବାଙ୍ଗିରିପୋଷିକୁ ଛାଡ଼ିଦେଲେ ଅନ୍ୟ ୮ଟିରେ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି। ଦଳର ଓଜନିଆ ନେତା ସୁଦାମ ମାରାଣ୍ଡି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...