ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ନରେନ୍ଦ୍ରରୁ ବାହାରିଲେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀ

ପୁରୀ: ଚଳିତବର୍ଷ ମେ ୧୦ ତାରିଖରେ ପଡ଼ୁଛି ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପୂର୍ବକ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ବି ଆରମ୍ଭ ହେବ। ବିଶ୍ବନିୟନ୍ତା…
ଅଧିକ ଖବର ଦେଖନ୍ତୁ...

ବାଲୁଖଣ୍ଡକୁ ବିଳମ୍ବରେ ଆସିବେ କୃଷ୍ଣସାର: ଖରା ପାଇଁ ଘୁଞ୍ଚିଲା ତିନି ମାସ

ପୁରୀ: ବିରଳ କୃଷ୍ଣସାର ମୃଗଙ୍କ ଗହଳିରେ ପୁଣି ହସି ଉଠିବ ବାଲୁଖଣ୍ଡ ଅଭୟାରଣ୍ୟ। ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାର୍ଯ୍ୟାଳୟରୁ ଏ ନେଇ ସ୍ବତନ୍ତ୍ର ଅନୁମତି ମିଳିସାରିଛି। ଉଭୟ ଘୁମୁସର ଦକ୍ଷିଣ ଓ ନନ୍ଦନକାନନରୁ କୃଷ୍ଣସାର ମୃଗ ଆଣି ବାଲୁଖଣ୍ଡ ଅଭୟାରଣ୍ୟରେ ବଂଶବୃଦ୍ଧି ଯୋଜନା ରଖିଛି…
ଅଧିକ ଖବର ଦେଖନ୍ତୁ...

ପୁରୀରେ ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ନରେନ୍ଦ୍ରରୁ ତିନି ଡଙ୍ଗା ଉଠାଇଲେ ଭୋଇ ସେବକ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତା ମେ’ ୧୦ ତାରିଖରେ ଅକ୍ଷୟ ତୃତୀୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦିନଠାରୁ ୨୧ ଦିନବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀରେ ଚାପ ଖେଳିବେ। ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପୁରୀ: ସମୁଦ୍ରରେ ବୁଡ଼ି ଜଣେ  ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀରେ।ଡାଇମଣ୍ଡ ହୋଟେଲ ସମ୍ମୁଖ ସମୁଦ୍ରରେ ଭାସୁଥିଲା ଉକ୍ତ ଯୁବକଙ୍କ ମୃତଦେହ। ତେବେ ଏଯାଏ ମୃତ ଯୁବକଙ୍କ ପରିଚୟ ମିଳିନାହିଁ।
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଅଘଟଣ: ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ହେଲା ବଡ଼ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ଅଘଟଣ। ଭିତରକାଠ ନିକଟରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ହେଲା ବଡ଼ମହାସ୍ନାନ। ମଙ୍ଗଳାଳତୀ ପୂର୍ବରୁ ମହାସ୍ନାନ ହେଲେ ମହାପ୍ରଭୁ। ସୂଚନା ଅନୁଯାୟୀ, ସକାଳ ୫ଟା ୨୧ରେ ସିଂହଦ୍ଵାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

କାକଟପୁର ନିର୍ବାଚନମଣ୍ଡଳୀ: ତୁଷାରକାନ୍ତିଙ୍କୁ ଟିକେଟ, ସୁରେନ୍ଦ୍ର ଅସନ୍ତୁଷ୍ଟ

ପୁରୀ/କାକଟପୁର: ବହୁ ପ୍ରତୀକ୍ଷା ପରେ ପୁରୀ ଜିଲ୍ଲାର ଚର୍ଚ୍ଚିତ କାକଟପୁର ବିଧାନସଭା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପରେ ଦଳ ପୁଣିଥରେ ଭରସା କରିଛି ଏବଂ ବିଧାୟକ ଭାବେ ଲଢ଼ିବାର ସୁଯୋଗ ଦେଇଛି। ଯାହାକୁ ନେଇ ବିଜେଡିରେ ଅନ୍ତଃକନ୍ଦଳ…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡ଼ିଲେ ବିଶ୍ବଭୂଷଣ: ପୁଣି ଘରବାହୁଡ଼ା ପାଇଁ ଲବି ଆରମ୍ଭ

ପୁରୀ/କାକଟପୁର: କାକଟପୁର ବିଧାନସଭା ଟିକେଟ୍‌ ଆଶାରେ କିଛିଦିନ ତଳେ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିବା ବିଶ୍ବଭୂଷଣ ଦାସ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପି ବାଇଧର ମଲ୍ଲିକଙ୍କୁ କାକଟପୁର ବିଧାନସଭା କ୍ଷେତ୍ର ପାଇଁ ଟିକେଟ ଦେବାପରେ ପୁଣିଥରେ କଂଗ୍ରେସକୁ ଫେରିବା ସହ ଟିକେଟ ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ଶୋଭାଯାତ୍ରା: ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଲେ ଅରୂପ

ପିପିଲି: ବିଜୁ ଜନତା ଦଳର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ପିପିଲିରେ ଏକ ବାଇକ୍‌ ଶୋଭାଯାତ୍ରାରେ ଭୋଟ୍ ପ୍ରଚାର କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ଦୁଇ ନୂଆ ମୁହଁ: ନିମାପଡ଼ାରୁ ସିଦ୍ଧାର୍ଥ, ପିପିଲିରୁ ଜ୍ଞାନ

ପୁରୀ/ଡେଲାଙ୍ଗ/ନିମାପଡ଼ା: ପୁରୀ, ବ୍ରହ୍ମଗିରି ଓ ସତ୍ୟବାଦୀ ପରେ କଂଗ୍ରେସ ଆଜି ନିମାପଡ଼ା ଓ ପିପିଲି ବିଧାନସଭା ଟିକେଟ ଘୋଷଣା କରିଛି। ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ନିମାପଡ଼ା ଟିକେଟ ଦେଇଛି। ସେହିଭଳି ଜମା ଚର୍ଚ୍ଚାରେ ନ ଥିବା ଜ୍ଞାନରଂଜନ ପଟ୍ଟନାୟକଙ୍କୁ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ: ଚିନ୍ତା ବଢ଼ାଇଲା ରଥକାଠ ଅଭାବ, ମିଳୁନି ଫାଶୀ, ଧଉରା

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅଭାବ ଚିନ୍ତା ବଢ଼ାଇଦେଲାଣି। ଗତ କିଛିବର୍ଷ ହେବ ଫାଶୀ କାଠର ଘୋର ଅଭାବ ଦେଖାଦେଇଛି। ଚଳିତବର୍ଷ ବି ସମାନ ସମସ୍ୟା। ସେପଟେ ବୋଝ ଉପରେ ନଳିତା ବିଡ଼ା ଭଳି ଧଉରା କାଠ ବି ସମସ୍ୟା ସୃଷ୍ଟି କଲାଣି। ଅଧିକାଂଶ ଧଉରା ଗଛ ପୋଲା ପଡ଼ୁଛି। ଏଭଳି…
ଅଧିକ ଖବର ଦେଖନ୍ତୁ...