ଅନୁସନ୍ଧାନ କରୁଥିବା ବର୍ଗ

ରାୟଗଡ଼ା

ପାଣି ପାଇଁ ହାହାକାର: ସରୁନି ୬୦୦ କୋଟିର ପ୍ରକଳ୍ପ

ରାୟଗଡ଼ା: ୨୦୨୩ରୁ ସରିଲାଣି ନିର୍ମାଣ ଅବଧି। ଅଥଚ ସରିପାରୁନି ବୃହତ୍ ପାନୀୟ ଜଳପ୍ରକଳ୍ପ। ୬୦୦ କୋଟିର ୪ ପ୍ରକଳ୍ପ ଅଧୁରା ଅବସ୍ଥାରେ ରହିଛି। ତେଣୁ ଗ୍ରୀଷ୍ମରେ ପାଣି ଟୋପାଏ ପାଇଁ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି। ଗ୍ରୀଷ୍ମ ପ୍ରକୋପରେ ଜଳଉତ୍ସ ଶୁଖିବା ପରେ ଜିଲ୍ଲାରେ ସୃଷ୍ଟି ହୋଇଛି…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣାରେ ପଡ଼ିଲା ଗଛ: ଏର୍ଣ୍ଣାକୁଲମ-ଟାଟା, ବୋକାରୋ ଏକ୍ସପ୍ରେସ୍ ଘଣ୍ଟାଏ ବିଳମ୍ବ

ରାୟଗଡ଼ା: କାଳବୈଶାଖୀ ପ୍ରଭାବରେ ରାୟଗଡ଼ା-ବିଜୟନଗରମ୍‌ ରେଳ ଲାଇନରେ ଗଛ ପଡ଼ି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରିଲିଫ୍ ଟ୍ରେନ୍ ରେଳଧାରଣା ଓ ବିଦ୍ୟୁତ୍ ତାର ଉପରୁ ଗଛ ଡାଳକୁ ହଟାଇବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ଆଜି ଅପରାହ୍‌ଣରେ ହଠାତ୍ ବର୍ଷା ସହ ପବନ ହୋଇଥିଲା। ଏହାର…
ଅଧିକ ଖବର ଦେଖନ୍ତୁ...

ପୁରୀ-ଗୁଣପୁର ଏକ୍ସପ୍ରେସ୍‌ରେ ନିଆଁ

ରାୟଗଡ଼ା: ଗଜପତି ଜିଲ୍ଲା କାଶୀନଗର ରେଳ ଷ୍ଟେସନରେ ଆଜି ରାତି ପ୍ରାୟ ୧୦ଟାରେ ପୁରୀ-ଗୁଣପୁର ଏକ୍ସପ୍ରେସ୍‌ ଟ୍ରେନ୍‌ର ଗୋଟିଏ ଏସି ବଗିରେ ନିଆଁ ଲାଗିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ରେଳ ବିଭାଗ ପକ୍ଷରୁ ମରାମତି କାମ ଜାରି ରହିଛି। ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଆଜି…
ଅଧିକ ଖବର ଦେଖନ୍ତୁ...

ରୋଗ ଭଲ ପାଇଁ କୁକୁଡ଼ା, ପାରା ବଳି: ଡାକ୍ତର ନୁହେଁ, ବେଜୁଣୀ ଭଲ କରୁଛି ବେମାର

ରାୟଗଡ଼ା: ଡାକ୍ତର ନୁହେଁ, ପୂଜାର୍ଚ୍ଚନା ମାଧ୍ୟମରେ ବେଜୁଣୀ (ଗୁଣିଆ) ଭଲ କରୁଛନ୍ତି ଜ୍ବର। ଖାଲି ମଣିଷ ନୁହେଁ ଗୃହପାଳିତ ପ୍ରାଣୀ ଓ ଫସଲରେ ହୋଇଥିବା ରୋଗ ଭଲ କରିବାକୁ ମଧ୍ୟ ବେଜୁଣୀ ଉପରେ ଭରସା କରୁଛନ୍ତି ଲୋକ। ଅତ୍ୟାଧୁନିକ ଡାକ୍ତରୀ ସେବା ଏଠି ତୁଚ୍ଛ ହୋଇଛି। ଅନ୍ଧ ବିଶ୍ବାସର…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ବିଜେଡିରେ ଅଚଳାବସ୍ଥା: ଭାସ୍କର ରାଓଙ୍କ ବାସଭବନରେ ଅସନ୍ତୁଷ୍ଟଙ୍କ ମେଳି

ରାୟଗଡ଼ା: ରାୟଗଡ଼ା ବିଧାନସଭା ଆସନରେ ବିଜେଡି ଅନୁସୂୟା ମାଝୀଙ୍କୁ ପ୍ରାର୍ଥୀ କରିବାପରେ ଦଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ବାସଭବନରେ ଅସନ୍ତୁଷ୍ଟ ମେଳିକରି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ରାଜ୍ୟ ନେତୃବୃନ୍ଦଙ୍କୁ ନିବେଦନ…
ଅଧିକ ଖବର ଦେଖନ୍ତୁ...

ଜୀବନ ହାରିଲେ ପଞ୍ଚମ ଶ୍ରେଣୀ ଛାତ୍ର: ପୁଲିସର ତଦନ୍ତ ଆରମ୍ଭ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଟଲଣା ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଜୁଦାଶ୍ ଶବର (୧୧)। ପରିତ୍ୟକ୍ତ ଅବସ୍ଥାରେ ଥିବା ହଷ୍ଟେଲ ଗୃହ ପରିସରରେ ବେକରେ ଗାମୁଛା ଦେଇ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ରହିଥିବା ଆଜି ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ପିଲାଚୋରି ଗୁଜବରୁ ତୁମୁଳକାଣ୍ଡ: ବାଇକକୁ ପିଟି ଓଲଟିଲା ସ୍କର୍ପିଓ, ପୁଲିସ ଗାଡ଼ି ଭଙ୍ଗାରୁଜା

ରାୟଗଡ଼ା: କୋରାପୁଟ ଜିଲ୍ଲା ବନ୍ଧୁଗାଁ ପରେ ସୀମାନ୍ତ ରାୟଗଡ଼ା ଜିଲ୍ଲାକୁ ବ୍ୟାପିଲା ପିଲା ଚୋରି ଗୁଜବ। ସନ୍ଦେହ କାରଣରୁ ରବିବାର ରାତିରେ ରାୟଗଡ଼ା ସଦର ବ୍ଲକର ତାଡ଼ମା ପଞ୍ଚାୟତରେ ତୁମୁଳକାଣ୍ଡ ଘଟିଛି। ଗ୍ରାମବାସୀ ପିଛା କରୁଥିବା ଗୋଟିଏ ସ୍କର୍ପିଓ ବାଟରେ ବାଇକକୁ ଧକ୍କା ଦେଇ ଓଲଟି ପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

ମାଆ ମଝିଘରିଆଣିଙ୍କ ହୁଣ୍ଡିରୁ ମିଳିଲା ୮୯ ଲକ୍ଷ ଟଙ୍କା ସାଙ୍ଗକୁ ବିଦେଶୀ ମୁଦ୍ରା

ରାୟଗଡା: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ମନ୍ଦିରର ଦାନବାକ୍ସ ଗଣତି ଆଜି ଚାଲିଥିବାବେଳେ ସମୁଦାୟ ୯ଟି ଦାନବାକ୍ସରୁ ନଗଦ ଆକାରରେ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ସୁନା ୬୨ ଗ୍ରାମ, ରୁପା ୨ କେଜି ୩୦୦ ଗ୍ରାମ ଓ ବିଦେଶୀ ମୁଦ୍ରା ୬୬ଟି, ଅଚଳ ୨ହଜାର ଟଙ୍କା ୩ଟି, ୬ଟି ୫୦୦…
ଅଧିକ ଖବର ଦେଖନ୍ତୁ...

୬ ମାସ ପରେ ଖୋଲାଗଲା ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡି: ଗଣତି ଜାରି

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୬ମାସ ପରେ ଆଜି ଖୋଲା ଯାଉଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ବାବଧାନରେ ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଘଣ୍ଟିକା ସମୟରୁ…
ଅଧିକ ଖବର ଦେଖନ୍ତୁ...

ବିଜେଡି-ବିଜେପି ନେତାଙ୍କୁ ମେଣ୍ଟ ଚିନ୍ତା: ଫାଇଦା ନେବା ଲକ୍ଷ୍ୟରେ କଂଗ୍ରେସ

ରାୟଗଡ଼ା: ଏକଦା କଂଗ୍ରେସର ଗଡ଼ ଥିଲା କୋରାପୁଟ ଲୋକସଭା ଆସନ। ୨୦୦୯ ନିର୍ବାଚନ ପରଠାରୁ ବିଜୁ ଜନତା ଦଳ କଂଗ୍ରେସ ବିଜୟରେ ରୋକ୍ ଲଗାଇଥିଲା। ହେଲେ ୨୦୧୯ ନିର୍ବାଚନରେ କଂଗ୍ରେସ ଏହି ଆସନକୁ ଅକ୍ତିଆର କରିବା ପରେ ରାଜନୀତି ଅଙ୍କ ବଦଳିଛି। ବିଶେଷକରି ବିଜେଡି-ବିଜେପି ମଧ୍ୟରେ ପୁଣି ଥରେ ମେଣ୍ଟ…
ଅଧିକ ଖବର ଦେଖନ୍ତୁ...