ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ବିଜେପି ସାଂସଦଙ୍କ ପତ୍ନୀ ବିଜେଡି ପ୍ରାର୍ଥୀ: ଦେବଗଡ଼ରେ ବିଜେଡିର ଟିକେଟ କସରତ ଶେଷ

ଦେବଗଡ଼: ସମ୍ବଲପୁରର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ ଏବେ ବିଜେଡିର ବିଧାୟକ ପ୍ରାର୍ଥୀ। ଗତକାଲି ସେ ବିଜେଡିରେ ଯୋଗଦେବାପରେ ଦଳ ତାଙ୍କୁ ଆଜି ଏହି ଗୁରୁତ୍ବପୂର୍ଣ୍ଣ ଆସନରେ ପ୍ରାର୍ଥୀ କରିଛି। ଏଥିସହିତ, ବେଶ୍‌ କିଛିଦିନ ହେଲା ଏଠାରେ ବିଜେଡି ଟିକେଟକୁ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର-କୃଷି ଆଧାରିତ ଅର୍ଥନୀତି ସୁଦୃଢ଼ ହେବ: ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁରରେ କୃଷି ଆଧାରିତ ଅର୍ଥନୀତିକୁ ସୁଦୃଢ଼ କରିବାପାଇଁ ବ୍ୟାପକ ଯୋଜନା କରାଯିବ। ଆଜି ସମ୍ବଲପୁରର ଠେମରାଠାରେ ଶ୍ରୀ ରାମଚଣ୍ଡୀ ଦେବୀ ସେବା ସଂଗଠନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆସନ ବଦଳିବା ପରେ ପ୍ରସନ୍ନ, ରୋହିତ ଖୁସ୍‌

ସମ୍ବଲପୁର: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ପରିଶେଷରେ ବିଜେଡି ସମ୍ବଲପୁର ଜିଲ୍ଲାର ଦୁଇଟି ଆସନ ସମ୍ବଲପୁର ଓ ରେଢ଼ା‌ଖୋଲରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ପରିବର୍ତ୍ତନ ପରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରୁ ଏବଂ ବିଧାୟକ ରୋହିତ ପୂଜାରୀ ସମ୍ବଲପୁରରୁ…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡାରେ ପୁଣି ପ୍ରାର୍ଥୀ ବଦଳାଇଲା ବିଜେଡି: ବିଧାୟକ କିଶୋରଙ୍କ ବଦଳରେ ରାଜେନ୍ଦ୍ର ଛତ୍ରିଆ ପ୍ରାର୍ଥୀ

ସମ୍ବଲପୁର: କୁଚିଣ୍ଡା ବିଧାନସଭା ଆସନରେ ପୁଣିଥରେ ପ୍ରାର୍ଥୀ ବଦଳାଇବାର ପରମ୍ପରା ବିଜେଡି ବଜାୟ ରଖିଛି। ଏଥରକ ବିଧାୟକ କିଶୋର ନାୟକଙ୍କ ବଦଳରେ କଂଗ୍ରେସ ଛାଡ଼ି କିଛିଦିନ ତଳେ ଦଳରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କୁ ଦଳ ପ୍ରାର୍ଥୀ କରିଛି। କିଷାନ ଜାତିର ଭୋଟ…
ଅଧିକ ଖବର ଦେଖନ୍ତୁ...

ବେଆଇନ ବନ୍ଧୁକ କାରଖାନା ଠାବ: ୨୦ ଦେଶୀ ବନ୍ଧୁକ ଜବତ, ୩ ଗିରଫ

ସମ୍ବଲପୁର: ସମ୍ବଲପୁର ଯୁଯୁମୁରା ଅଞ୍ଚଳରେ ଥିବା ବେଆଇନ୍‌ ବନ୍ଧୁକ କାରଖାନାକୁ ପୁଲିସ ଠାବ କରିଛି। ସୂଚନା ଅନୁସାରେ, ସମ୍ବଲପୁର ଜମନକିରା ଥାନା ଚିରଗୋନିଖୋଲର ଅରୁଣ ଭୋଇ ଓ ଗଣେଶ ସିଂ ବେଆଇନ ଭାବେ ବନ୍ଧୁକ ବିକ୍ରି କରୁଥିଲେ। ବିଶ୍ବସ୍ତସୂତ୍ରରୁ ସୂଚନା ପାଇବାପରେ ସମ୍ବଲପୁର ପୁଲିସର ଏକ…
ଅଧିକ ଖବର ଦେଖନ୍ତୁ...

ପଦ୍ମ ଛାଡ଼ି ଶଙ୍ଖ ଧରିଲେ ସମ୍ବଲପୁର ସାଂସଦଙ୍କ ପତ୍ନୀ ଓ ପୁଅ

ଭୁବନେଶ୍ବର/ଦେବଗଡ଼: ଯାହା ପୂର୍ବାନୁମାନ କରାଯାଉଥିଲା, ତାହା ହିଁ ଦେଖିବାକୁ ମିଳିଛି। ବିଜେପିର ସାଂଗଠନିକ କାର୍ଯ୍ୟରେ ଅବହେଳିତ ଅବସ୍ଥାରେ ଥିବା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ ଓ ତାଙ୍କ ପୁଅ ନମନ ଗଙ୍ଗଦେବ ମଙ୍ଗଳବାର ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶାନ୍ତିଶୃଙ୍ଖଳା ସହ ସରିଲା ହନୁମାନ ଜୟନ୍ତୀ

ସମ୍ବଲପୁର: ଚଳିତ ବର୍ଷ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ ହୋଇଛି। ଗତକାଲି ଠାରୁ ସହର ସାରା ହନୁମାନ ଝଣ୍ଡା ଲାଗିଥିବା ବେଳେ ସକାଳୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ରରେ ହନୁମାନ ଚାଲିଶା, ଭଜନ ଆଦି ଗୁଂଜରିତ ହେଉଥିଲା। ପୂର୍ବ ବର୍ଷଗୁଡ଼ିକ ଭଳି…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ସମ୍ବଲପୁର: ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଝାରସୁଗୁଡ଼ା ବଡ଼ମାଲ ପତ୍ରପାଲିର ଏକାଦଶୀ କର୍ତ୍ତା। ରେଙ୍ଗାଲି ଓ ଲପଙ୍ଗା ରେଳ ଷ୍ଟେସନ୍‌ ମଧ୍ୟରେ କୌଣସି ଏକ ଟ୍ରେନ୍‌ ଧକ୍କାରେ ତାଙ୍କର ଶନିବାର ମୃତ୍ୟୁ ଘଟିଛି। ସୂଚନା ପାଇ ସମ୍ବଲପୁର ଜିଆର୍‌ପି ଥାନା…
ଅଧିକ ଖବର ଦେଖନ୍ତୁ...

ଆଜି ହନୁମାନ ଜୟନ୍ତୀ, ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସମ୍ବଲପୁର: ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଗତବର୍ଷ ଏପ୍ରିଲ୍‌ ୧୨ ତାରିଖ ଦିନ ବିଶାଳ ବାଇକ୍ ରାଲି ଚାଲିଥିବା ବେଳେ ଅଚାନକ ପଥର ମାଡ଼ ହୋଇଥିଲା। ରାଲିରେ ଥିବା ଶହ ଶହ ବାଇକ୍‌କୁ ମୋତିଝରଣ ଠାରେ ଭାଙ୍ଗି ଦିଆଯାଇଥିଲା। ତା ପରଠୁ ଯଦିଓ ସମ୍ବଲପୁରରେ ୧୪୪ ଧାରା ଲାଗିଲା, କିନ୍ତୁ…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡା ବିଧାନସଭା ରାଜନୀତି: ଯେତେ ନେତା, ସେତେ ମୁଣ୍ଡବ୍ୟଥା

ସମ୍ବଲପୁର/କୁଚିଣ୍ଡା: ସମ୍ବଲପୁର ଜିଲ୍ଲାର କିଷାନ ଜାତିବହୁଳ କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ଜଣେ ପରେ ଜଣେ କିଷାନ ନେତା ଅନ୍ୟ ଦଳରୁ ଆସି ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ଦୁଇ ସପ୍ତାହ ପୂର୍ବରୁ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ବେଳେ ଗତକାଲି…
ଅଧିକ ଖବର ଦେଖନ୍ତୁ...