ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଚିନ୍ତା ବଢ଼ାଉଛି ଧବଳ ପ୍ରବାଳ

ସମ୍ପ୍ରତି ସାମୁଦ୍ରିକ ତାପମାତ୍ରା ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ୨୦୨୩ ମାର୍ଚ୍ଚ ପରଠାରୁ କ୍ରମାଗତ ଭାବେ ସମୁଦ୍ରର ହାରାହାରି ତାପମାତ୍ରା ଅସ୍ବାଭାବିକ ଭାବେ ଉଚ୍ଚ ରହି ଆସିଛି। ଚଳିତବର୍ଷ ମାର୍ଚ୍ଚ ମାସରେ ଏହା ରେକର୍ଡ ୨୧.୦୭ ଡିଗ୍ରି ସେଲସିଅସ୍‌ରେ ପହଞ୍ଚିଥିଲା। ଏପରି ତାପମାତ୍ରା…
ଅଧିକ ଖବର ଦେଖନ୍ତୁ...

ପରିବେଶ ଯୋଦ୍ଧା: ଆର୍ଦ୍ରଭୂମି ସଂରକ୍ଷଣର ସଚ୍ଚା ସୈନିକ

ଓଡ଼ିଶାରେ ଜମି, ଜଳ ଓ ଜଙ୍ଗଲର ସୁରକ୍ଷା ନିମନ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ପରିବେଶ କର୍ମୀଙ୍କ ମଧ୍ୟ‌ରୁ ଶଙ୍କର ପ୍ରସାଦ ପାଣି ଅନ୍ୟତମ। ଜନସଚେତନତା ସୃଷ୍ଟିଠାରୁ ଜନଆନ୍ଦୋଳନ, ଆଇନ ଯୁଦ୍ଧରୁ ନେଇ ପରିବେଶ ସଂରକ୍ଷଣ ପର୍ଯ୍ୟନ୍ତ ବିଭିନ୍ନ ମାର୍ଗ ଅବଲମ୍ବନ କରି ପ୍ରକୃତିର ବରଦାନକୁ…
ଅଧିକ ଖବର ଦେଖନ୍ତୁ...

ପୃଥିବୀର ଡିଜିଟାଲ୍‌ ଯମଜ: କେଇ ସେକେଣ୍ଡରେ କରିବ ପାଣିପାଗ ଅନୁମାନ

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ସୁପରକମ୍ପ୍ୟୁଟର ଜରିଆରେ ପୃଥିବୀର ଏକ ‘ଡିଜିଟାଲ୍‌ ଯମଜ’ ପ୍ରସ୍ତୁତ କରାଯାଇଛି, ଯାହା ଅତି ଦ୍ରୁତ ପାଣିପାଗ ଭବିଷ୍ୟବାଣୀ କରି ବିଭିନ୍ନ ପାଣିପାଗ ବିପର୍ଯ୍ୟୟରୁ ଆମକୁ ରକ୍ଷା କରିପାରିବ। ଝଡ଼ ଓ ବାତ୍ୟା ସମ୍ପର୍କରେ ଭବିଷ୍ୟବାଣୀ କରୁଥିବା ପାରମ୍ପରିକ…
ଅଧିକ ଖବର ଦେଖନ୍ତୁ...

ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପାଇଁ ବିପଦ କୃତ୍ରିମ ଉପଗ୍ରହ!

ପାଣିପାଗ ତଥ୍ୟ ସଂଗ୍ରହ, ସୂଚନା ସରବରାହ ଏବଂ ଅନ୍ତରୀକ୍ଷ ଓ ଭୂଗବେଷଣା ସଂକ୍ରାନ୍ତ ବିଭିନ୍ନ ପ୍ରକାର ବେତାର ସେବା ପାଇଁ ଆମେ ମହାକାଶକୁ କୃତ୍ରିମ ଉପଗ୍ରହମାନ ଛାଡ଼ିଥାଉ। ପୃଥିବୀ ଚାରିପଟେ ଘୂରି ବୁଲୁଥିବା ଏହି ଉପଗ୍ରହଗୁଡ଼ିକର କାର୍ଯ୍ୟକାଳ ପୂରିଯିବା ପରେ ସେଗୁଡ଼ିକ ପୃଥିବୀ ବାୟୁମଣ୍ଡଳରେ…
ଅଧିକ ଖବର ଦେଖନ୍ତୁ...

ଅବସରପରେ ମଧ୍ୟ ଘାରିଛି ଶିକ୍ଷାଦାନର ନିଆରା ନିଶା

ଘୁ.ଉଦୟଗିରି: ପେସା ଥିଲା ଶିକ୍ଷକତା ନିଶା ଥିଲା ଶିକ୍ଷାଦାନ। ନିଜ ଚାକିରୀ କାଳ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକତା କରି ବିଦ୍ୟାଳୟମାନଙ୍କର ସୁନାମ ଅର୍ଜନ କରିବା ସହ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ନୂତନ ଶିକ୍ଷା ପ୍ରଣାଳୀରେ ଶିକ୍ଷାଦାନ କରିବା ସହ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ପୋଷାକରେ କୁକୁରକୁ ଦେଖି ଅସନ୍ତୋଷ ହେଲେ ଲୋକେ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଖରାର ପ୍ରକୋପ ବଢ଼ି ଗଲାଣି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ଆଗାମୀ ଗୋଟିଏ କି ଦୁଇଦିନ ମଧ୍ୟରେ ସ୍କୁଲଗୁଡ଼ିକ‌ରେ ଗ୍ରୀଷ୍ମ ଛୁଟି ହେବାର ଘୋଷଣା କରି ଦିଆଯାଇଛି। ସ୍କୁଲ ଛୁଟି ହେବାକୁ ଅଳ୍ପଦିନ ବାକିଥିବ‌ା ବେଳେ ଜଣେ ଶିଶୁ ଓ ତା’ ସହିତ ଥିବା କୁକୁର ବି ସ୍କୁଲ…
ଅଧିକ ଖବର ଦେଖନ୍ତୁ...

୧ ମେ’ରୁ ବଦଳିଯିବ ଏସବୁ: ଉପଭୋକ୍ତାଙ୍କ ଉପରେ ହେବ ମହଙ୍ଗାମାଡ଼!

ନୂଆଦିଲ୍ଲୀ: ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଦେଶରେ ଅନେକ ପରିବର୍ତ୍ତନ ଘଟିଥାଏ। ବର୍ତ୍ତମାନ ଏପ୍ରିଲ ମାସ ଶେଷ ହେବାକୁ ଯାଉଛି। ଏଥିରେ କେବଳ କିଛି ଦିନ ବାକି ଅଛି । ଏହା ପରେ ମେ’ମାସ ଆରମ୍ଭ ହେବ । ମେ’ ମାସର ପ୍ରଥମ ତାରିଖ ୧ ମେ’ ୨୦୨୪ରୁ କେତେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।…
ଅଧିକ ଖବର ଦେଖନ୍ତୁ...

୯୮ ଥର ହାରି ସାରିଲେଣି; ୧୦୦ ଥର ନିର୍ବାଚନ ଲଢ଼ିବାକୁ ରଖିଛନ୍ତି ଇଛା

ଆଗ୍ରା: ୭୯ ବର୍ଷ ବୟସରେ ୯୯ତମ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଇ ଚର୍ଚ୍ଚାରେ ରହିଛନ୍ତି ପ୍ରାର୍ଥୀ ହସନୁରାମ ଆମ୍ବେଦକରୀ। ଏବେ ସୁଦ୍ଧା ସେ କୌଣସି ବି ନିର୍ବାଚନରେ ଜିତିନଥିବା ବେଳେ ୧୦୦ ଥର ଲଢ଼ିବାର ଆଶା ରଖିଛନ୍ତି। ୧୯୮୫ ମସିହାରୁ ସେ ୯୮ ଥର ନିର୍ବାଚନ ଲଢ଼ି ପରାଜିତ…
ଅଧିକ ଖବର ଦେଖନ୍ତୁ...

ନ୍ୟାପ୍‌କିନ୍‌କୁ ନେଇ ନାନାକଥା

ଆଗରୁ ମହିଳାମାନେ ଋତୁସ୍ରାବ ସମୟରେ କପଡ଼ା ବ୍ୟବହାର କରୁଥିଲେ। ତାକୁ ପୁଣିଥରେ ଧୋଇ ଶୁଖାଇ ପୁନଃ ବ୍ୟବହାରଯୋଗ୍ୟ କରୁଥିଲେ। ସାନିଟାରି ପ୍ୟା‌ଡ୍‌ର ବ୍ୟବହାର ପ୍ରଥମେ ସହରାଞ୍ଚଳରେ ଅଧିକ ପରିମାଣରେ ହେଉଥିଲା। ଧୀରେ ଧୀରେ ଏହା ଗ୍ରାମାଞ୍ଚଳକୁ ବ୍ୟାପିଲାଣି। ତେବେ ନ୍ୟାପ୍‌କିନ୍‌ର ବହୁଳ…
ଅଧିକ ଖବର ଦେଖନ୍ତୁ...

ଜଣେ ବିରଳ ରାଷ୍ଟ୍ରମୁଖ୍ୟ ଏଞ୍ଜେଲା ମାର୍କେଲ୍

ଏଞ୍ଜେଲା ମାର୍କେଲ୍‌ (ଜନ୍ମ-୧୯୫୪)ଙ୍କୁ ସମଗ୍ର ବିଶ୍ବ ‘ଲେଡି ଅଫ୍‌ ଦି ୱାର୍ଲ୍ଡ’ ନାମରେ ଚିହ୍ନିଛି। କୁହାଯାଏ ଯେ, ମାର୍କେଲ୍‌ ଏକାକୀ ଷାଠିଏ ଲକ୍ଷ ପୁରୁଷଙ୍କ ସହ ସମାନ। ତାଙ୍କର ଦୀର୍ଘ ୧୮ବର୍ଷ ଶାସନକାଳ ମଧ୍ୟରେ ଜର୍ମାନୀ ଓ ଜର୍ମାନୀର ନାଗରିକମାନଙ୍କୁ ଉନ୍ନତିର ଶିଖରରେ ପହଞ୍ଚାଇ ସାରିବା…
ଅଧିକ ଖବର ଦେଖନ୍ତୁ...