ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ବୋଲ୍ଟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌

ଦୁବାଇ: ଦୌଡ଼କୁଦ କିଂବଦନ୍ତି ଉସେନ ବୋଲ୍ଟ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ ହୋଇଛନ୍ତି। ବୁଧବାର ‌ଆଇସିସି ଏହି ଘୋଷଣା କରିଛି। ଜୁନ୍ ୧ରୁ ୨୯ ତାରିଖ ପର୍ଯ୍ୟନ୍ତ ୱେଷ୍ଟ୍‌ଇଣ୍ଡିଜ୍‌, ଆମେରିକାରେ ଆୟୋଜିତ ହେବ ଏହି ବିଶ୍ବକପ୍‌। ବୋଲ୍ଟଙ୍କୁ…
ଅଧିକ ଖବର ଦେଖନ୍ତୁ...

ପନ୍ତ ପରାକ୍ରମରେ ଜିତିଲା ଦିଲ୍ଲୀ

ଦିଲ୍ଲୀ: ଡେମିଡ୍ ମିଲର (୫୫ ରନ୍, ୨୩ ବଲ୍) ଓ ରସିଦ ଖାନ୍‌ (୨୧ ରନ୍, ୧୧ ବଲ୍)ଙ୍କ ଧୂଆଁଧାର ବ୍ୟାଟିଂକୁ ପ୍ରତିହତ କରି ଆଇପିଏଲ୍‌ର ୪୦ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଅଧିନାୟକ ଋଷଭ ପନ୍ତ ଦିଲ୍ଲୀ ପାଳିର ଶେଷ ଓଭର‌ରେ ଅମଳ କରିଥିବା ୩୧…
ଅଧିକ ଖବର ଦେଖନ୍ତୁ...

ଅକ୍ଷର ପଟେଲ, ରିଷଭ ପନ୍ତଙ୍କ ଧୂଆଁଧାର ବ୍ୟାଟିଂ: ଗୁଜରାଟ ଟାଇଟନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୨୫ ରନ୍

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ୪୦ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣଜେଟଲୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମାନ୍ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

କେକେଆରଠାରୁ ହାରିବା ପରେ ପାର୍ଟି କରୁଥିବାର ନଜର ଆସିଲେ ଆରସିବି ଟିମ, ଖପ୍ପା ହେଲେ ପ୍ରଶଂସକ

ମୁମ୍ବାଇ: ଚଳିତ ଆଇପିଏଲ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସେତେ ଭଲ ପ୍ରଦର୍ଶନ କରିନାହିଁ | ବର୍ତ୍ତମାନ ବେଙ୍ଗାଲୁରୁ ପାଇଁ ପ୍ଲେ ଅଫ୍ ଯିବା କଷ୍ଟକର ହୋଇପଡିଛି। ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳି କେବଳ ଗୋଟିଏ ମ୍ୟାଚ୍ ଜିତିଛି | ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ କୋଲକାତା ନାଇଟ…
ଅଧିକ ଖବର ଦେଖନ୍ତୁ...

ଇମ୍ପାକ୍ଟ ଖେଳାଳି ନିୟମକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ରେ ଲଗାତାର ଚୌକା ଓ ଛକା ବର୍ଷା ହେବାରେ ଲାଗିଛି | ଏହି ସିଜିନରେ ବଡ ବଡ ସ୍କୋର କରାଯାଉଛି | ବର୍ତ୍ତମାନ ପର୍ଯ୍ୟନ୍ତ ୨୫୦ରୁ ଅଧିକ ସ୍କୋର ଅନେକ ଥର କରାଯାଇଛି | ବର୍ତ୍ତମାନ ଆଇପିଏଲରେ ଅଧିକ ରନ କରିବା ବହୁତ ସହଜ ମନେହେଉଛି | ତେବେ ଅନେକ କ୍ରିକେଟର ତଥା ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ରାଗିଯାଇ ପାଣି ବୋତଲ ଫିଙ୍ଗିବାକୁ ଆଗେଇ ଆସିଲେ ଧୋନି

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ୬ୱିକେଟରେ ପରାସ୍ତ କରିଥିଲା ​​। ସିଏସକେର ପାଇଁ ମାର୍କସ୍ ଷ୍ଟୋଇନିସ୍ ଖଳନାୟକ ହୋଇଥିଲେ, ଯିଏ ୬୩ଟି ବଲରେ ୧୨୪ରନର ଅପରାଜିତ ଇନିଂସ ଖେଳି ଲକ୍ଷ୍ନୌକୁ ଚମତ୍କାର ବିଜୟ…
ଅଧିକ ଖବର ଦେଖନ୍ତୁ...

ଟସ୍ ଜିତିଲା ଗୁଜରାଟ ଟାଇଟନ୍ସ: ପ୍ରଥମେ ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ୪୦ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣଜେଟଲୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମାନ୍ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ବିଶ୍ବକପ୍ ଦଳ ଚୟନକୁ ନେଇ ଉତ୍କଣ୍ଠା: ସଂରକ୍ଷିତ ଓପନର, ତୃତୀୟ ସ୍ପିନର୍‌ ନେଇ ମାନସ ମନ୍ଥନ

ମୁମ୍ବାଇ: ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ୧୫ ଜଣିଆ ଦଳ ଘୋଷଣାର ଶେଷ ତାରିଖ ଯେତିକି ପାଖେଇ ଆସୁଛି ଭାରତୀୟ ପ୍ରଶଂସକଙ୍କ ଉତ୍ସୁକତା ସେତିକି ବଢ଼ି ଚାଲିଛି। ଟିମ୍ ଇଣ୍ଡିଆରେ କେଉଁ ଖେଳାଳି ରହିବେ; କିଏ ବାଦ୍ ପଡ଼ିବେ, କାହାକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଋତୁରାଜ ଗାଏକ୍ବାଡଙ୍କ ଶତକ, ଲକ୍ଷ୍ନୌ ଆଗରେ ୨୧୧ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୪ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସ ଆଗରେ ୨୧୧ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପକିଙ୍ଗସ୍ । ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ଆରମ୍ଭରୁ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ରୟାଲ୍ସଠାରୁ ହାରିବା ପଛର କାରଣ କହିଲେ ପାଣ୍ଡ୍ୟା

ଜୟପୁର: ସନ୍ଦୀପ ଶର୍ମାଙ୍କ ୫ ୱିକେଟ୍ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଜମାଣିଆ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ରେ ବିଜୟ ଧାରା ଜାରି ରଖିଛି। ସୋମବାର ଖେଳାଯାଇଥିବା ୩୮ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୯ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଶୀର୍ଷ ସ୍ଥାନକୁ…
ଅଧିକ ଖବର ଦେଖନ୍ତୁ...