ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ନାମଯଜ୍ଞ ବେଳେ ଯଜ୍ଞକର୍ତ୍ତାଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଲମ୍ବସରୀ ପଞ୍ଚାୟତ ପିପଲପାଲି ଗାଁରେ ବୁଧବାର ରାତିରେ ନାମଯଜ୍ଞ ଚାଲିଥିବା ସମୟରେ ଦୁଇରାଉଣ୍ଡ ଗୁଳି ଫୁଟିଛି। ଏଥିରେ ନାମଯଜ୍ଞର କର୍ତ୍ତା ବିଶ୍ବାମିତ୍ର ଜାନୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ରାୟପୁରର ଏକ ଘରୋଇ…
ଅଧିକ ଖବର ଦେଖନ୍ତୁ...

ସ୍ପଷ୍ଟ ଦିବାଲୋକରେ ବ୍ୟାଙ୍କ ଡକାୟତି: ବନ୍ଧୁକ ଦେଖାଇ ନେଇଗଲେ ୯.୨୬ ଲକ୍ଷ ଟଙ୍କା

ବରପାଲି: ବରଗଡ଼ ଜିଲ୍ଲା ବରପାଲି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ଦିନ ଡକାୟତି ହୋଇଛି। ୨ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଦେଖାଇ ୯ ଲକ୍ଷ ୨୬ ହଜାର ଟଙ୍କା ନେଇ ଫେରାର୍ ହୋଇଯାଇଛନ୍ତି। ଏନେଇ ବରପାଲି ଥାନାରେ ଅଭିଯୋଗ ପରେ ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ୍‌ ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଆଉ ୪ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା: ଝୁଲିଲା ଗୋପାଳପୁର ଓ ଛତ୍ରପୁର

ଭୁବନେଶ୍ବର: ଆଜି ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୪ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସଭାପତି ତଥା କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। ଭୁବନେଶ୍ବର ଅନ୍ତର୍ଗତ ୨ଟି ଆସନ ଓ ସତ୍ୟବାଦୀ ପାଇଁ…
ଅଧିକ ଖବର ଦେଖନ୍ତୁ...

କଟକ ସଦର ରାଜନୀତି: ଦୁଇ ନବାଗତଙ୍କ ସହ ଚନ୍ଦ୍ରସାରଥିଙ୍କ ଲଢ଼େଇ

କଟକ: କଟକ ସଦର ସଂରକ୍ଷିତ ନିର୍ବାଚନମଣ୍ଡଳୀରେ ଏଥର ଲଗାତାର ତୃତୀୟ ଥର ଭାଗ୍ୟ ପରୀକ୍ଷା କରୁଛନ୍ତି ବିଜେଡି ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା। ଗଲା ଦୁଇଟି ନିର୍ବାଚନରେ ଚନ୍ଦ୍ରସାରଥି ବିଜୟୀ ହୋଇଥିବା ବେଳେ ଏଥର କିନ୍ତୁ ତାଙ୍କର ପ୍ରତିଦ୍ବନ୍ଦ୍ବୀ ବଦଳି ଯାଇଛନ୍ତି। ଚନ୍ଦ୍ରସାରଥିଙ୍କୁ ସଦରରେ…
ଅଧିକ ଖବର ଦେଖନ୍ତୁ...

ସ୍ନେହାଙ୍ଗିନୀ-ନୀହାର ବାକ୍‌ଯୁଦ୍ଧ

ବରଗଡ଼: ଅତାବିରା ନିର୍ବାଚନମଣ୍ଡଳୀରେ ଏଥର ରାଜନୈତିକ ରସାୟନ ବଦଳିଛି। ଏହାରି ଭିତରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ବିଜେପି ପ୍ରାର୍ଥୀ ନୀହାର ମହାନନ୍ଦ ବାକ୍‌ଯୁଦ୍ଧରେ ଲିପ୍ତ ହୋଇଯାଇଛନ୍ତି। ପ୍ରଚାର ମଇଦାନରେ ଉଭୟଙ୍କ ବାକ୍‌ଯୁଦ୍ଧ ଏବେ ଅତାବିରା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

ବିଜୁ ଏକ୍ସପ୍ରେସ୍‌ ବନାମ ଜାତୀୟ ରାଜପଥ: ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ କଡ଼ା ଜବାବ

ସମ୍ବଲପୁର: ମତଦାନ ପାଇଁ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ତାତି ସେତିକି ବଢ଼ିବାରେ ଲାଗିଛି। ସମ୍ବଲପୁର ଲୋକସଭା ଆସନର ଦୁଇ ହେଭିୱେଟ୍‌ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବିବ) ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରି ପରସ୍ପର…
ଅଧିକ ଖବର ଦେଖନ୍ତୁ...

ଦୁଇ ନବାଗତଙ୍କ ସହ ଲଢ଼ିବେ ପ୍ରତାପ: ପ୍ରଥମ ଥର ପାଇଁ ମହିଳା ପ୍ରାର୍ଥୀ ଦେଇଛି ବିଜେଡି

ଅନୁଗୁଳ: ସଂଯୁକ୍ତା ସିଂହଙ୍କୁ ବିଜେଡି ଅନୁଗୁଳ ଆସନ ପାଇଁ ପ୍ରାର୍ଥୀ କରିବା ପରେ ଏହି ଆସନରେ ଲଢ଼େଇର ରୂପରେଖ ଚୂଡ଼ାନ୍ତ ହୋଇଛି। ପ୍ରଥମଥର ପାଇଁ ବିଜେଡି ମହିଳା ପ୍ରାର୍ଥୀ ଦେଇଥିଲା ବେଳେ କଂଗ୍ରେସ ବି ଅମ୍ବିକା ଭଟ୍ଟଙ୍କୁ ଟିକେଟ ଦେଇ ନୂଆମୁହଁ ସହ ନିର୍ବାଚନକୁ ଓହ୍ଲାଇଛି। ତେବେ ଗତ ଦୁଇ…
ଅଧିକ ଖବର ଦେଖନ୍ତୁ...

ଡିଏମ୍‌ଏଫ୍‌ ଉପରେ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର: ଏକ୍ସ ହ୍ୟାଣ୍ଡେଲ୍‌ରେ ପୋଷ୍ଟ ପରେ ଚର୍ଚ୍ଚା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍‌ଏଫ୍‌)ର ଦୁରୁପଯୋଗ ଅଭିଯୋଗ ଆସିବାପରେ ସୁନ୍ଦରଗଡ଼ ସାଂସଦ ତଥା ପ୍ରତିଷ୍ଠାନର ଟ୍ରଷ୍ଟି ସଦସ୍ୟ ଜୁଏଲ ଓରାମ ୨୦୨୨ ନଭେମ୍ବର ୧୧ ତାରିଖରେ ସିଏଜି ଅଡିଟ୍‌ ପାଇଁ ଭାରତର ମହାସମୀକ୍ଷକ (ଅଡିଟର ଜେନେରାଲ)ଙ୍କୁ ଚିଠି ଲେଖିବା…
ଅଧିକ ଖବର ଦେଖନ୍ତୁ...

କ୍ଷମତାକୁ ଆସିଲେ ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ : ନିରଞ୍ଜନ

ଭଦ୍ରକ: କଂଗ୍ରେସ କ୍ଷମତାକୁ ଆସିଲେ ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ। ତତ୍‌ସହିତ ଜିଲ୍ଲାର ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ତଥା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ। ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ଆଣ୍ଠେଇଛି ବିକାଶ: ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ ପକ୍କା ଏହି ଗାଁକୁ ରାସ୍ତା

ଘୁ.ଉଦୟଗିରି: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶ ନାରା ନାରାରେ ରହିଯାଇଛି। କନ୍ଧମାଳ ଜିଲ୍ଲାରେ ଆଜିବି ଏମିତି ଗାଁ ଅଛି ଯେଉଠିକି ଯିବାକୁ ପକ୍କା ରାସ୍ତାଟିଏ ନାହିଁ।କନ୍ଧମାଳ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖୁବା ପରେ ସ୍ପଷ୍ଟ ବାରି ହେଉଛି ଏହି ଜିଲ୍ଲାର ବିକାଶ ଯେଭଳି ଆଣ୍ଠେଇଯାଇଛି।…
ଅଧିକ ଖବର ଦେଖନ୍ତୁ...