ତାଜା ଖବର
- ଅନୁଗୁଳ: ଅନୁଗୁଳ ପଞ୍ଚମହଲାରେ ଟ୍ରକ ଧକ୍କାରେ ୩ ମୃତ।
- ଆଇପିଏଲ୍-୨୦୨୪: କୋଲକାତା ବିପକ୍ଷରେ ପଂଜାବ ଖେଳାଳି ଜନି ବେୟାରଷ୍ଟୋଙ୍କ ଦମ୍ଦାର ଶତକ। ୪୫ଟି ବଲ୍ ଖେଲି ୮ ଚୌକା ଓ ୮ ଛକା ବଳରେ ଶତକ ହାସଲ।
- ସତ୍ୟଭାମାପୁର ଯିବେ ରାହୁଲ ଗାନ୍ଧୀ। କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସୂଚନା।
- ଭୁବନେଶ୍ବର: ୪୦ ଡିଗ୍ରି ଉପରେ ରାଜ୍ୟର ୩୨ ସହର; ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର
- କାଙ୍କେରରେ ନିର୍ବାଚନ ବର୍ଜନ ନେଇ ମାଓ ବ୍ୟାନର ଉଡ଼ିଲା
ଫଟୋ ଗ୍ୟାଲେରି
ବହୁ ଚର୍ଚ୍ଚିତ ଖବର
ଓଡ଼ିଶାର ସର୍ବାଧିକ ପ୍ରସାରିତ ଦୈନିକ ‘ସମ୍ବାଦ’ର ପ୍ରକାଶନ ଆରମ୍ଭ ହୋଇଥିଲା ୧୯୮୪ ମସିହାରେ । ‘ସମ୍ବାଦ’ର ନଅଟି ସଂସ୍କରଣ ଓଡ଼ିଶାର କୋଣଅନୁକୋଣର ଘଟଣା ପ୍ରବାହକୁ ନିଜ ପୃଷ୍ଠାରେ ସ୍ଥାନିତ କରି ପାଠକଙ୍କ ପ୍ରଥମ ପସନ୍ଦ ରୂପେ ପରିଗଣିତ ହେଉଛି । ଖବର ପରିବେଷଣ ଓ ମୁଦ୍ରଣ ପ୍ରଯୁକ୍ତିରେ ବୈପ୍ଲବିକ ପରିବର୍ତନ ଆଣିଥିବା ‘ସମ୍ବାଦ’ ପାଲଟିଛି ୭୦ ଲକ୍ଷ ପାଠକଙ୍କ ପ୍ରିୟ ଦୈନିକ। ପ୍ରଥମ ଥର ଲାଗି ପ୍ରାତଃ ସଂସ୍କରଣ, ରଙ୍ଗିନ ପତ୍ରିକା ଓ ଆଞ୍ଚଳିକ ସଂସ୍କରଣ ଭଳି ଆଧୁନିକ ତଥା ଯୁଗୋପଯୋଗୀ ଚିନ୍ତାଧାରାକୁ ଓଡ଼ିଶାରେ ପ୍ରବର୍ତନ କରିଥିବା ‘ସମ୍ବାଦ’ ଏବେ ଡିଜିଟାଲ୍ ମିଡିଆରେ ପ୍ରବେଶ କରିଛି। ମୋବାଇଲ୍, ଟାବ୍ଲେଟ୍ ଓ ବିବିଧ କମ୍ପ୍ୟୁଟର୍ରେ ଇଣ୍ଟରନେଟ୍ ବ୍ୟବହାରକାରୀ ତଥା ନୂଆପିଢ଼ିର ପାଠକଙ୍କୁ ଏବେ ତାଜା ଖବର ଯୋଗାଇଦେବ ‘ସମ୍ବାଦ’ର ଏହି ୱେବ୍ପୋର୍ଟାଲ୍।